Tag: Odisha

ଆଉ କେତେ ତଳକୁ ଯିବ କଂଗ୍ରେସ

କଂଗ୍ରେସରେ ବିବାଦ, ମତାନ୍ତର ଦିନକୁ ଦିନ ବଢିବାରେ ଲାଗିଚି । ନିର୍ବାଚନ ବିପର୍ଯ୍ୟୟ ପରଠାରୁ ନେତାଙ୍କ ଭିତରେ ଟକ୍କରାଟକ୍କରି ପରିସ୍ଥିତି ମଧ୍ୟ ସାମ୍ନାକୁ ଆସୁଚି । କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାକୁ ଯେଭଳି ଗୁରୁତ୍ବ ଦେବା କ‌ଥା ତାହା ଦେଉନାହାଁନ୍ତି । ମୁଖିଆବିହୀନ…

ଟାଟା ମୋଟର୍ସ ସମ୍ପର୍କିତ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଠକେଇ ମାମଲାରେ ମିଳିଲା ଆଶ୍ବସ୍ତି । ଟାଟା କମ୍ପାନୀରେ ଚାକିରୀ କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ଆଜି ବ୍ରହ୍ମପୁର ଜେଏମଏଫସି ସ୍ୱତନ୍ତ୍ର ବିଧାୟକ, ସାଂସଦ ଅଦାଲତରେ ହଜାର ହେଲେ ଦୁଇଜଣ…

ରାଜଧାନୀରେ ଗଡ଼ିବ ଡବଲ୍ ଡେକର ଇ-ବସ୍‌

ଖୁବ ଶୀଘ୍ର ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ଡବଲ୍ ଡେକର୍ ବସ୍ । ଏନେଇ ଘରୋଇ ସଂସ୍ଥାଙ୍କୁ ଟେଣ୍ଡର୍ ଆହ୍ବାନ କଲା ସିଆରୟୁଟି । ଡବଲ୍ ଡେକର୍ ବସ୍ ଖୋର୍ଦ୍ଧା, ପୁରୀ, କଟକ ଜିଲ୍ଲା ପାଇଁ ଯୋଜନା କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ…

ପିଏମଜିରେ ଗର୍ଜିଲେ ଜିପିଏଲଏଫ୍ କର୍ମୀ

ସୋମବାର ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ଜିପିଏଲ୍‌ଏଫ୍ କର୍ମୀ ମୁହାଁଇଥିଲେ ଲୋୟର ପିଏମଜି । ନିଜର ହକ୍ ପାଇଁ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ୯ମାସ ହେଲା ବିନା ଦରମାରେ ସରକାରଙ୍କ ପାଇଁ କାମ କରୁଥିଲା ବେଳେ ତୁରନ୍ତ ଦରମା…

ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ହୋଇଛି ଝିପିଝିପି ବର୍ଷା

ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ପଶ୍ଚିମାଝଡ ପ୍ରଭାବରେ ଉପକୂଳ ଓଡିଶାରେ ବଦଳିଛି ପାଗ । ଏହାସହ ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବ…

ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’

ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ମହାବଳ ବାଘୁଣୀ ଜିନ୍ନତ ଏବେ ଯାଇ ଝାଡ଼ଖଣ୍ଡରେ ବୁଲୁଛି। ଏନେଇ ଆଜି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ପ୍ରକାଶ…

ଖୁବଶୀଘ୍ର ନିଯୁକ୍ତି ପାଇବେ ୫ ହଜାର ଡାକ୍ତର ଓ ୩ ହଜାର ପାରା ମେଡିକାଲ ଷ୍ଟାଫ୍: ମୁକେଶ ମହାଲିଙ୍ଗ

ରାଜ୍ୟରେ ୩୦ଟି ଜିଲ୍ଲାରେ ଖୋଲିବ ମେଡ଼ିକାଲ । ଆଜି ବିଧାନସଭାରେ ଏହି ସୂଚନା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ମେଡିକାଲ କଲେଜ ଖୋଲିବା ଜରୁରୀ ଏବଂ ଏହା ନିର୍ବାଚନୀ ସଂକଳ୍ପ ପତ୍ରରେ କହିଥିଲୁ…

ଡବଲ ଇଞ୍ଜିନ ସରକାରଙ୍କ ଡବଲ ଚମତ୍କାର; କୁଟ୍ଟେ ଗଲେ ବିଏସ୍ଏଫ୍ ଆଇଜି ହୋଇ

ରାଜନୀତିରେ ବିଶ୍ଵାସ ସୃଷ୍ଟି କରିବା କଷ୍ଟ । କିନ୍ତୁ ବିଶ୍ବାସ ହରାଇବା ଭାରି ସହଜ । ନବୀନ ପଟନାୟକ ଏହାର ଜ୍ବଳନ୍ତ ଉଦାହରଣ। ୧୯ ବର୍ଷ କାଳ ଲୋକଙ୍କ ଭିତରେ ଯେଉଁ ବିଶ୍ବାସ ସୃଷ୍ଟି କରିପାରିଥିଲେ, ୫ ବର୍ଷ ଭିତରେ ଭିକେ…

ନବରଙ୍ଗପୁର ‘ମଣ୍ଡେଇ ୨୦୨୪’ ର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର ନବରଙ୍ଗପୁର ଜିଲ୍ଲାର ଡଙ୍ଗର ପାହାଡ ଓ ଜଙ୍ଗଲର ଶାନ୍ତ ସବୁଜ ପରିବେଶକୁ ଦେଖିଲେ ସ୍ୱର୍ଗୀୟ ସୁଖ ଅନୁଭବ ହୋଇଥାଏ। ଜନଜାତି ବହୁଳ ନବରଙ୍ଗପୁର ଜିଲ୍ଲାର ନିଜସ୍ୱ ସଂସ୍କୃତି ଓ ଜନଜାତି ଜୀବନଧାରା ଓଡିଶାର ସାଂସ୍କୃତିକ ଚିତ୍ରପଟ୍ଟକୁ…

କେନ୍ଦ୍ରୀୟ ଡେପୁଟେସନରେ ବିଏସଏଫ ଆଇଜି ହୋଇ ଯିବେ ଡିଏସ କୁଟ୍ଟେ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ବହୁ ଚର୍ଚ୍ଚିତ ଅଧିକାରୀ ଧୀରେନ୍ଦ୍ର ସମ୍ଭାଜୀ କୁଟ୍ଟେ । କେନ୍ଦ୍ରସରକାରଙ୍କ ପକ୍ଷରୁ ଏନେଇ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ହୋଇଛି । ୧୯୯୭ ବ୍ୟାଚର ଆଇପିଏସ ଅଧିକାରୀ କୁଟ୍ଟେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ…