ତାଜା ଖବର ରାଜନୀତି ରାଜ୍ୟ ଜାନୁଆରୀ ମାସରେ ଓଡିଶା ବିଜେପି ପାଇବ ନୂଆ ସଭାପତି December 12, 2024 Papirani ରାଜ୍ୟ ଭାଜପା ପାଇବ ନୂଆ ସଭାପତି। ଜାନୁଆରୀ ମାସରେ ହେବାକୁ ଯାଉଛି ରାଜ୍ୟ ବିଜେପି ନୂଆ ସଭାପତି ନିର୍ବାଚନ । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର । ସେ କହିଛନ୍ତି ଆମର ଗଣତାନ୍ତ୍ରିକ ଦଳ,…
ତାଜା ଖବର ରାଜନୀତି ରାଜ୍ୟ ଭୁବନେଶ୍ୱରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା December 12, 2024 Papirani ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଆଜି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁଥିବା ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ହିମନ୍ତ ବିଶ୍ୱଶର୍ମା । ଏହି ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
ତାଜା ଖବର ରାଜ୍ୟ ବୃଦ୍ଧି ପାଇବ ଆଉ ୫ ହଜାର ଗୃହରକ୍ଷୀ ପଦବୀ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 12, 2024 Papirani ରାଜ୍ୟରେ ଗୃହରକ୍ଷୀ ପଦବୀକୁ ବୃଦ୍ଧି କରି ୫ ହଜାର କରାଯିବ ।ରାଜ୍ୟରେ ଗୃହରକ୍ଷୀ ପଦବୀ ଆଉ ୫ ହଜାର ବୃଦ୍ଧି ପାଇଁ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କମିଶନରେଟ ପୋଲିସ ପକ୍ଷରୁ ଲୋକାର୍ପିତ ହେଲା ନୂତନ…
ରାଜ୍ୟ ରାଜ୍ୟରେ ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବିଜୁଳି ବିଲ! December 11, 2024 Nirvay ରାଜ୍ୟରେ ୨୩ ଶିଳ୍ପ ସଂସ୍ଥା ଦେଉନାହାନ୍ତି ବିଜୁଳି ବିଲ। ପୂର୍ବ ବିଜେଡି ସରକାରଙ୍କ ପ୍ରୀୟାପ୍ରତି ତୋଷଣ ଯୋଗୁଁ ୧୪ଟି ସଂସ୍ଥାଙ୍କର କୋଟି କୋଟି ଟଙ୍କା ବିଦ୍ୟୁତ ବିଲ ଛାଡ କରାଯାଇଛି। ଗୃହରେ ଏହାର ଗୁମର ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ। ମନ୍ତ୍ରୀଙ୍କ…
ତାଜା ଖବର ରାଜ୍ୟ ଆସିକା ବିଧାୟକଙ୍କ ଆସ୍କା 40 ଚିନ୍ତା December 11, 2024 Papirani ବିଧାନସଭା ଗୃହରେ ଆସ୍କା-40 ଦର ନେଇ ଚିନ୍ତା ପ୍ରକଟ। ଆଜି ଗୃହରେ ବିଧାୟକ ସରୋଜ ପାଢ଼ୀ କରିଥିବା ପ୍ରଶ୍ନ ଆସିକା ସମବାୟ ଚିନି ଶିଳ୍ପରେ ଥିବା ସୁରା ଶିଳ୍ପ ତଥା ବଟଲ୍ଂ ପ୍ଲାଣ୍ଟରେ ପ୍ରସ୍ତୁତ ଆସ୍କା-40ର ଦର ପାଞ୍ଚ ବର୍ଷ ହେଲା…
ତାଜା ଖବର ରାଜନୀତି ରାଜ୍ୟ ପ୍ରଭାତୀ ପରିଡ଼ାଙ୍କୁ ‘ଅଲାଜୁକୀ’ କହିଲେ ସୁର ରାଉତରାୟ December 11, 2024 Papirani ତୃତୀୟ ଦିନରେ ପହଁଚିଲା ମିଶନ ଶକ୍ତି ମାଙ୍କ ଆନ୍ଦୋଳନ। ମିଶନ ଶକ୍ତି ଅଧିନରେ ୬ଟି କ୍ୟାଡ଼ରରେ କାମ କରୁଥିବା ସିଆରପି, ଏମବିକେ, ପ୍ରାଣୀମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଏଲଏସପି ମାନେ ୯ ମାସର ବକେୟା ଦରମା ଦାବିରେ ଲୋୟର ପିଏମଜିରେ…
ତାଜା ଖବର ରାଜ୍ୟ ରାଜ୍ୟର ୫ ଅଳଙ୍କାର ଦୋକାନୀ ବିକୁଥିଲେ ନକଲି ସୁନା: କୃଷ୍ଣଚନ୍ଦ୍ର ପାତ୍ର December 11, 2024 Papirani ଆଜି ବିଧାନସଭା ଗୃହରେ ଉଠିଲା ନକଲି ସୁନା ବିକ୍ରି ପ୍ରସଙ୍ଗ। ରାଜ୍ୟରେ କିଏ ନକଲି ସୁନା ବିକୁଛନ୍ତି ଏବଂ କାହା ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାର ସବିଶେଷ ତଥ୍ୟ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…
ତାଜା ଖବର ରାଜ୍ୟ ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ December 11, 2024 Papirani ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ। ପୁଲିସ ଇନଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଫେରସଗଡ଼ ଥାନା ଅନର୍ଗତ ସମାନପଲ୍ଲୀ ଗାଁର ବିଜେପି କର୍ମୀଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଜଣାପଡିଛି ।…
ତାଜା ଖବର ରାଜ୍ୟ ଆଳୁ ମିଶନରେ ଫେଲ୍ ପୂର୍ବ ସରକାର: ଉପମୁଖ୍ୟମନ୍ତ୍ରୀ December 11, 2024 Papirani ଆଜି ବିଧାସଭା ଗୃହରେ ଉଠିଲା ଆଳୁ ପ୍ରସଙ୍ଗ । ଆଳୁ ପ୍ରଶ୍ନର ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ସେ କହିଛନ୍ତି ପୂର୍ବ ସରକାରଙ୍କର ଆଳୁ ମିଶନ ଫେଲ୍ ମାରିଛି । ପୂର୍ବ ସରକାର ଶୀତଳଭଣ୍ଡାର ଦାୟିତ୍ଵ ଅର୍ଥତତ୍ତ୍ଵ ଭଳି…
ତାଜା ଖବର ରାଜନୀତି ରାଜ୍ୟ ଗୋଟିଏ ମଞ୍ଚରେ ବିଜୟ ମହାପାତ୍ର ଓ ବବି ଦାସ December 11, 2024 Papirani ସୋମବାର ରାତିରେ ବାରିପଦାର ଛଉପଡ଼ିଆଠାରେ ଆୟୋଜିତ ମୟୂରଭଞ୍ଜ ମହୋତ୍ସବର ମଞ୍ଚରେ ଏକସଂଗେ ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଓ ବିଜଦ ଶାସନରେ ପ୍ରଭାବଶାଳୀ ବିଧାୟକ ଥିବା ବବି ଦାସଙ୍କୁ ଦେଖିବାକୁ ମିଳିଥିଲା। ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । ଉଭୟ ଚର୍ଚ୍ଚିତ…