Tag: Odisha

ଚାଷୀ ଭାଇମାନେ ପାଇଲେ ୮୦୦ ଟଙ୍କା ଇନ୍‌ପୁଟ ସହାୟତା, କ୍ବିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା

ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ସାଧାରଣ ଲୋକଙ୍କ ସମସ୍ୟା ଶୁଣି ଲୋକଙ୍କ ସରକାର ଆଖ୍ୟା ପାଇଥିଲେ। ମା ମାନଙ୍କୁ ସୁଭଦ୍ରା ଯୋଜନାରେ ସହାୟତା ଦେଇ ମା ମାନଙ୍କ ସରକାର ଭାବେ ମଧ୍ୟ ସୁନାମ କରିଥିଲେ। ଆଜି ଚାଷୀ…

ଓଡ଼ିଶା ଚାଷୀ ପାଇବେ ୮୦୦ ଟଙ୍କା ବୋନସ୍

ଚାଷୀଙ୍କ ହିତରେ ରାଜ୍ୟ ସରକାର। କଥା ଦେଇ କଥା ରଖିଲେ ମୋହନ ସରକାର । ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବରଗଡ଼ର ସୋହେଲାଠାରେ ଧାନର ଇନ୍‌ପୁଟ ସହାୟତା ରାଶି ବଣ୍ଟନର…

ରାଜଧାନୀ ରାଜରାସ୍ତାରେ ସିବିଆଇ ରେଡ; ଦାମୀ କାର ରୁ ବିପୁଳ ଟଙ୍କା ଜବତ

ଭୁବନେଶ୍ୱରର ମେ ଫେୟାର ହୋଟେଲ ନିକଟରୁ ସିବିଆଇ ରେଡ ସମୟରେ ଏକ ଦାମୀ ଗାଡ଼ିରୁ ବାହାରିଛି ନଗଦ ଏକ କୋଟିରୁ ଅଧିକ ଟଙ୍କା । ଗାଡି ନମ୍ବର OD-05-BV-9999 ରୁ ଜବତ ହୋଇଛି ଏହି ଟଙ୍କା। ବର୍ତମାନ ଏତେ ଟଙ୍କା କୋଉଠୁ…

ରାଜ୍ୟରେ ଅଭାବ ଅଛନ୍ତି ଡାକ୍ତର ଓ ନର୍ସ ଷ୍ଟାଫ୍‌

ରାଜ୍ୟରେ ଅଭାବ ଡାକ୍ତର, ନର୍ସ, ପାରା ମେଡିକାଲ୍‌ ଷ୍ଟାଫ୍‌ । ତେଣୁ ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥା ହୋଇପଡିଛି। ରାଜ୍ୟର ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ ସିଏଜି ରିପୋର୍ଟରେ ଉଲ୍ଲେଖ ହୋଇଛି WHO ନିୟମ ଅନୁସାରେ ପ୍ରତି ହଜାରେ ଲୋକଙ୍କ…

ଛତୁଆ ଅପ୍ରମିଶ୍ରଣ ମାମଲାରେ ୬୩ ଜଣଙ୍କୁ ଦିଆଯାଇଛି ଏସଡ଼ିପିଓ ଓ ସୁପରଭାଇଜରଙ୍କୁ ଦିଆଯାଇଛି ନୋଟିସ୍

ଆଜି ଗୃହରେ ଛତୁଆ ଅପ୍ରମିଶ୍ରଣ ପ୍ରସଙ୍ଗକୁ ନେଇ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଏସଏସଜି ଗ୍ରୁପ୍ ଅପମିଶ୍ରିତ ଛତୁଆ ଦେଉଛନ୍ତି । ସମ୍ପୃକ୍ତ ଗ୍ରୁପ୍ ଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୧୨୫ଟି ଏସଏସଜି ଗ୍ରୁପ ଅପମିଶ୍ରୀତ…

ମୋ ବସ୍ : ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା

୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ ନଭେମ୍ବର ୬ ତାରିଖରେ ନବୀନ ସରକାର ଆରମ୍ଭ କରିଥିଲେ ମୋ ବସ୍ ଚଳାଚଳର ଶୁଭାରମ୍ଭ। ଭୁବନେଶ୍ବର, କଟକ, ପୁରୀ, ରାଉରକେଲା, ସମ୍ବଲପୁର ଏବଂ ବ୍ରହ୍ମପୁରରେ ପାଖାପାଖୁ ୪୦୦ ବସ୍ ଏହି ଜନ ପରିବହନ ବ୍ୟବସ୍ଥାରେ ସାମିଲ…

ବାଙ୍ଗିରୀପୋଷୀରେ ରେଳ ପ୍ରକଳ୍ପ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଭାଷଣ

ବାଙ୍ଗରିପୋଷୀ ରେଳଷ୍ଟେସନ ଆୟୋଜିର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ମୟୁରଭଞ୍ଜର କଳା ସଂସ୍କୃତି ଅତି ମହାନ ଏବଂ ଅନନ୍ୟ। ସର୍ବ ପ୍ରଥମେ ମୁଁ ସାନ୍ତାଳୀ ଭାଷାର ଜନକ ଗୁରୁ ଗମ୍‌କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତି ଏହି…

ରାଜ୍ୟରେ ବଢୁଛି ମଦ ବିକ୍ରି: ପୃଥ୍ବୀରାଜ ହରିଚନ୍ଦନ

ବର୍ଷକୁ ବର୍ଷ ରାଜ୍ୟରେ ବଢୁଛି ମଦ ବିକ୍ରି । ଏନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଜି ବିଧାନସଭାରେ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସଙ୍କ ପ୍ରଶ୍ନ ଗତ ଆର୍ଥିକ ବର୍ଷରେ ଓଡିଶାର…

ଖୁବଶୀଘ୍ର ଦୂରଦର୍ଶନରେ ପଢ଼ାଯିବ ସାନ୍ତାଳି ଭାଷାରେ ନ୍ୟୁଜ୍‌

ଖୁବଶୀଘ୍ର ଦୂରଦର୍ଶନରେ ‘ସାନ୍ତାଳି’ ଭାଷାରେ ନ୍ୟୁଜ୍‌ ପଢ଼ାଯିବ ବୋଲି ଆଜି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଛନ୍ତି । ୬ରୁ ୭ ଦିନରେ ଏହା କରାଯିବ କହିଲେ ରେଳ ମନ୍ତ୍ରୀ । ସାନ୍ତାଳ ଜନଜାତି ଭାରତୀୟ ଉପମହାଦେଶର ଏକ ଅଷ୍ଟ୍ରୋଏସୀୟ ଭାଷାଭାଷୀ…

ମୟୂରଭଞ୍ଜକୁ ୩ଟି ରେଳ ପ୍ରକଳ୍ପ ଭେଟି ଦେଲେ ରାଷ୍ଟ୍ରପତି

୫ ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜରେ ତିନୋଟି ନୂତନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଢ଼ାମରା-ଚାକୁଲିଆ, ଓ ବାଦାମପାହାଡ଼-କେନ୍ଦୁଝରଗଡ଼କୁ ସଂଯୋଗ କରୁଥିବା ୩ଗୋଟି…