Tag: Odisha

ଖୋର୍ଦ୍ଧା ମର୍ଡର; ଶାନ୍ତି ଫେରାଇ ଆଣିବାକୁ ଉପଜିଲ୍ଲାପାଳଙ୍କ ନିବେଦନ

ଖୋର୍ଦ୍ଧା ଜିଲ୍ଲା ମୁକୁନ୍ଦପ୍ରସାଦରେ ପୂର୍ବ ଶତ୍ରୁତାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଶାନ୍ତି ଫେରାଇ ଆଣିବାକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଲୋକଙ୍କୁ ନିବେଦନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ କୌଣସି ଆପତ୍ତିଜନକ ପୋଷ୍ଟ ନକରିବାକୁ ମଧ୍ୟ ପରାମର୍ଶ…

ହାତୀ ‘ରାମୁ’ର ମୃତ୍ୟୁ ଘଟଣା; କାମର ହିସାବ ମାଗିଲେ ପିସିସିଏଫ୍

ହାତୀ ‘ରାମୁ’ର ମୃତ୍ୟୁ ପରେ ବନ ବିଭାଗର ଚେତା ପଶିଛି। ନିୟୋଜିତ ସ୍ୱତନ୍ତ୍ର ସ୍କ୍ବାର୍ଡଙ୍କ କାମର ହିସାବ ମାଗିଲେ ପିସିସିଏଫ୍। ସବୁ ଆରସିସିଏଫ୍‌ଙ୍କୁ ପିସିସିଏଫ୍‌ଙ୍କ କାର୍ଯ୍ୟାଳୟରୁ ଚିଠି ହୋଇଛି। ଏବେ ରାଜ୍ୟରେ ୩୯୭ ସ୍ୱତନ୍ତ୍ର ସ୍କ୍ୱାଡ୍ ବନ୍ୟଜନ୍ତୁ ସୁରକ୍ଷାରେ ନିୟୋଜିତ ଅଛନ୍ତି।…

ଖୋର୍ଦ୍ଧା ମର୍ଡର: ସ୍ଥିତି ସମୀକ୍ଷା କଲେ ଡିଜିପି

ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ବିଚ୍‌ ରାସ୍ତାରେ ଯୁବକଙ୍କୁ ହତ୍ୟା ଘଟଣାରେ ମୁକୁନ୍ଦପ୍ରସାଦରେ ପହଞ୍ଚିଲେ ଡିଜିପି ଓ ଗୁଇନ୍ଦା ନିର୍ଦ୍ଦେଶକ। ଟାଉନ ଥାନା ଅଞ୍ଚଳ ବଜାରରେ ଯୁବକଙ୍କୁ ହତ୍ୟା ପରେ ଛାନଭିନ୍ ଜାରି ରହିଛି। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ପରେ…

ସକ୍ରିୟ ବିରୋଧୀ ଦଳ ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷାକାରୀ

ବିଜେଡିର ନବନିର୍ବାଚିତ ବିଧାୟକଙ୍କ ଦିନିକିଆ ପ୍ରଶିକ୍ଷଣ ଶିବିର ଶଙ୍ଖ ଭବନରେ ଆଜି ଆରମ୍ଭ ହୋଇଛି। ନବନିର୍ବାଚିତ ବିଧାୟକଙ୍କ ସହ ସମସ୍ତ ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଜି ପୂର୍ବାହ୍ନରେ କାର୍ଯ୍ୟକ୍ରମ ଉଦଘାଟନ କରି ବିରୋଧୀ ଦଳ…

ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର; ଗୁରୁମନ୍ତ୍ର ଦେଲେ ନବୀନ

ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଛନ୍ତି ଗୃହରେ ହୋଇଥିବା ପ୍ରଶିକ୍ଷଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା, ଏହା ମୁଖ୍ୟମନ୍ତ୍ରୀଙ୍କୁ ପ୍ରକୃତ ସମ୍ମାନ ଦେଇନଥିଲା। ତେଣୁ…

ବିଲକୁ ଖସିଲା ବସ; ୧୫ ଯାତ୍ରୀ ଆହତ

ଭାରସାମ୍ୟ ହରାଇ ବିଲକୁ ଖସିପଡିଲା ଯାତ୍ରୀବାହୀ ବସ୍। ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୁରୀରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଯାଉଥିଲା ବେଳେ ପୁରୀ ଜିଲ୍ଲା ମଲ୍ଲିକାଶୁଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ମେଡିକାଲରେ ଭର୍ତ୍ତି…

ଆଳୁ ସମସ୍ୟାକୁ ନେଇ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ୬୩ ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠାରେ ଯୋଗ ଦେଇ ଆଗାମୀ ଦିନରେ ଆଳୁ ମିଶନ ସଫଳ ହେବ ସହ ବିଗତ…

ପିପିଲିରେ ବ୍ୟାପୁଛି ବାର୍ଡ-ଫ୍ଲୁ; ୨୦ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ମରାଯିବା ଅନୁମାନ

ରାଜ୍ୟରେ ବ୍ୟାପୁଛି ବାର୍ଡ ଫ୍ଲୁ । ପିପିଲିର ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ସେଥିପାଇଁ ୧୩ ଜଣିଆ ଡାକ୍ତରୀ ଟିମ୍‌ଙ୍କ ସମେତ ପିପିଲି ପ୍ରାଣୀ ଚିକିତ୍ସା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ୨୦ହଜାରରୁ ଊର୍ଦ୍ଧ୍ବ କୁକୁଡ଼ା ମରାଯିବା…

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି

ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ପାଇଁ ଏଏସଆଇ ଡିଜିଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଚିଠି । ଶୀଘ୍ର ଯାଞ୍ଚ କରି ମରାମତି କାର୍ଯ୍ୟ ପୂର୍ଣ୍ଣାଙ୍ଗ କରିବାକୁ ଏଏସଆଇ ଡିଜିଙ୍କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଉନ୍ନତ ଅନୁଷ୍ଠାନ…

ମା’ମାନଙ୍କୁ ବିଜେପିର ଗ୍ୟାରେଣ୍ଟି ଧୂଆଁବାଣ: ନବୀନ

ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର…