Tag: Odisha

ମା’ମାନଙ୍କୁ ବିଜେପିର ଗ୍ୟାରେଣ୍ଟି ଧୂଆଁବାଣ: ନବୀନ

ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ବିଜେପିର…

ସୁଭଦ୍ରା ଯୋଜନା ନାଁରେ ବିଜେପି ଚଞ୍ଚକତା କରୁଛି: ବିଜେଡି

ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଦଳର ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ କହିଲେ, ଆଜି ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ଏସଓପି ଆସିବା ପରେ ବିଜେପିର ସୁଭଦ୍ରା ଯୋଜନାକୁ ନେଇ ନିର୍ବାଚନ ସମୟରେ…

ସାମ୍ବାଦିକଙ୍କ ସ୍ବାସ୍ଥ୍ୟବୀମା ନବୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ରାଜ୍ୟପାଳଙ୍କ ପ୍ରତିଶ୍ରୁତି

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଲାଗୁ ହୋଇଥିବା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାର ତୁରନ୍ତ ନବୀକରଣ କରିବା ପାଇଁ ମହାମହିମ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବେ। ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ଵରେ ଥିବା ମୁଖ୍ୟମନ୍ତ୍ରୀ…

ପିସିସି ଷ୍ଟିୟରିଂ କମିଟିରେ ସାମିଲ ହେଲେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ କିନ୍ତୁ ସ୍ଥାନ ପାଇଲେନି ତାରା

ଓଡିଶା ପାଇଁ ପରିଚାଳନା କମିଟିରେ ସ୍ଥାୟୀ ନିମନ୍ତ୍ରଣ ଭାବରେ ପିସିସି ଷ୍ଟିୟରିଂ କମିଟିରେ ସାମିଲ ହେଲେ ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର , ରାମ ଖୁଣ୍ଟିଆ, ସନ୍ତୋଷ ସିଂ ସାଲୁଜା, ଶରତ ରାଉତ । ଏହି…

ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍: ପୃଥ୍ବୀରାଜ ହରିଚନ୍ଦନ

ରାଜ୍ୟରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ ବୋଲି ଆଜି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବନି । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ…

ଚିକିଟି ମଦମୃତ୍ୟୁ ମାମଲାରେ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ

ଚିକିଟି ମଦମୃତ୍ୟୁ ମାମଲାରେ ଆଜି ଗୃହରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି. ଗଞ୍ଜାମ ଜିଲ୍ଲାରେ ୫୦୦ ଲିଟର ପୋଚ ନଷ୍ଟ ହୋଇଛି। ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ ଜଣ ଅଟକ ଅଛନ୍ତି। ୩…

ମହିଳା ବାଚସ୍ପତିଙ୍କୁ ଅସମ୍ମାନ ଅତ୍ୟନ୍ତ ନିନ୍ଦନୀୟ

ବିଧାନସଭାରେ ୨ ବିରୋଧୀ ଦଳ ବିଧାୟକ ବାଚସ୍ପତିଙ୍କ ପୋଡିୟମ ଉପରେ ଚଢିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା। ବିରୋଧୀ ଡ୍ରାମା କରୁଛନ୍ତି ବୋଲି ଚିକିଟି ବିଧାୟକ କହିଛନ୍ତି।ବିରୋଧୀ ଆଲୋଚନା ଚାହୁଁନାହାନ୍ତି, କେବଳ ଡ୍ରାମା କରୁଛନ୍ତି ବୋଲି…

ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିଗଲେ; ସାଢ଼େ ୧୧ଟା ଯାଏଁ ଗୃହ ମୁଲତବୀ

ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରୁ ବିଧାନସଭା ଶାନ୍ତିଶୃଙ୍ଖଳାରେ ଚାଲିପାରୁନି । ଆଜି ଚତୁର୍ଥ ଦିନରେ ମଧ୍ୟ ବିଧାନସଭାରେ ହଙ୍ଗାମା ଫଳରେ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ ରହିଛି । ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ…

ଏସସିବିରେ ରୋଗୀଙ୍କୁ ଦୁଷ୍କର୍ମ ମାମଲା; ବିଦା ହେବେ ଅଭିଯୁକ୍ତ ଡାକ୍ତର

ଏସସିବିରେ୨ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ମାମଲାରେ ବିଦା ହେବେ ଅଭିଯୁକ୍ତ ଡାକ୍ତର ଦୀଲବାଗ ଠାକୁର। ଦିଲବାଗ ଠାକୁରଙ୍କୁ ଚାକିରିରୁ ବହିଷ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୩ ଜଣିଆ ଯାଞ୍ଚ କମିଟିର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତ ଡାକ୍ତରଙ୍କୁ…

ଗ୍ୟାଙ୍ଗୱାର ପରେ ବଲାଙ୍ଗୀର ଜେଲରେ ଚଢ଼ଉ

ବଲାଙ୍ଗୀର ଜେଲ୍‌ରେ ପୋଲିସ ବିଭାଗର ବଡ଼ଧରଣର ଚଢ଼ଉ ହୋଇଛି। ବଲାଙ୍ଗୀର ଜେଲରେ ଗାଙ୍ଗୱାର ଖବର ପ୍ରକାଶ ପରେ ଚଢ଼ଉ କରାଯାଇଛି। ଏସ୍‌ପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ବଡ଼ଧରଣର ଚଢ଼ଉ ହୋଇଛି। ବିଡ଼ି, ସିଗାରେଟ୍, ଦିଆସିଲି ଓ ଅନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଛି।…