Tag: Odisha

ଚିନ୍ତା ବଢ଼ାଉଛି ବାର୍ଡ ଫ୍ଲୁ: ସର୍ଭେଲାନ୍ସ ନିର୍ଦ୍ଦେଶ

ପୁରୀ ଜିଲ୍ଲାର ୨ଟି ବ୍ଲକରେ ବଢୁଥିବା ବାର୍ଡ ଫ୍ଲୁ ପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ସର୍ଭେଲାନ୍ସ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସିଡିଏମଓ ଏବଂ ଜନସ୍ୱାସ୍ଥ୍ୟ ଅଫିସରଙ୍କୁ ଚିଠି କରିବା ସହ ବ୍ୟାପକ ପଦକ୍ଷେପ…

ଚିକିଟି ମଦ ମୃତ୍ୟୁ ମାମଲା; ଆଉ ଜଣେ ଗିରଫ

ଚିକିଟି ମଦ ମୃତ୍ୟୁ ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି। ଗିରିଶୋଲା ଷ୍ଟେସନରୁ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରିଛି କ.ନୂଆଗାଁ ପୋଲିସ। ମାଉନ୍ଦପୁରର ପୂର୍ଣ୍ଣଚନ୍ଦ୍ର ଦେଶୀ ମଦ କାରବାର କରୁଥିଲା। ଟ୍ରେନ୍‌ରେ ବେଙ୍ଗାଲୁରୁ ଯିବା ବେଳେ ମୋବାଇଲ୍ ଟ୍ରାକ୍ କରି ଧରିଲା…

ପିପିଲିରେ ବାର୍ଡ଼ ଫ୍ଲୁ ଆତଙ୍କ; ଚିନ୍ତାରେ କୁକୁଡ଼ା ପାଳକ

ପିପିଲିରେ କୁକୁଡାଙ୍କଠାରେ ବାର୍ଡ଼ ଫ୍ଲୁ ଚିହ୍ନଟ ହେବା ପରେ ଆତଙ୍କ ଖେଳିଯାଇଛି। କୁକୁଡ଼ା ପାଳକ ଚିନ୍ତାରେ ପଡିଛନ୍ତି। କୁକୁଡ଼ା ମଡ଼କ ଖବର ପ୍ରଚାର ହେବା ପରେ ଫୁଲନଖରା ସ୍ଥିତ ପ୍ରାଣୀସମ୍ପଦ ରୋଗ ଅନୁସନ୍ଧାନ କେନ୍ଦ୍ର (ଏଡିଆରଆଇ) ପକ୍ଷରୁ କୁକୁଡାଙ୍କ ମଳ, ଲାଳ…

ଗଣେଶ ପୂଜାରେ ଡିଜେ ବନ୍ଦ୍; ପୋଲିସ କମିଶନର କାର୍ଯ୍ୟାଳୟ ଘେରିଲା ଡିଜେ ମାଲିକ ସଂଘ

ଆସନ୍ତା ୭ ତାରିଖରେ ଗଣେଶ ପୂଜା ଅନୁଷ୍ଠିତ ହେବ। ରାଜଧାନୀ ଭୁବନେଶ୍ବରରେ ଗଣେଶ ପୂଜାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ଚଳତବର୍ଷ ରାଜଧାନୀରେ ଗଣେଶ ପୂଜା ଭସାଣୀ ବେଳେ ବାଜିବ ନାହିଁ ଡିଜେ । ଗଣେଶ ପୂଜା ଓ ଭସାଣି…

ତିନି ଦିନିଆ ଓଡ଼ିଶା ଗସ୍ତରେ ଜଷ୍ଟିସ ଅରଜିତ ପଶାୟତ

ତିନି ଦିନିଆ ଓଡ଼ିଶା ଗସ୍ତରେ ଏସ୍‌ଆଟିର ଅଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ । କଳା ଟଙ୍କା ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଏହାର ନବମ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟକୁ ୧୫ ଦିନ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ…

ଆସିଲା ‘ସୁଭଦ୍ରା’ ଯୋଜନାର ଗାଇଡଲାଇନ୍‌; ଜାଣନ୍ତୁ କେଉଁ ମାନେ ଏବଂ କିପରି କରିପାରିବେ ଆବେଦନ

ଆଜି ରାଜ୍ୟରେ ଜାରି ହେଲା ସୁଭଦ୍ରା ଯୋଜନାର ଗାଇଡଲାଇନ୍‌ । ରାଜ୍ୟବାସୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ ହେବାକୁ ଯାଉଥିବା ସୁଭଦ୍ରା ଯୋଜନାର ବିସ୍ତୃତ ଗାଇଡଲାଇନ୍ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଜି ଜାରି କରାଯାଇଛି ।…

ପାଣ୍ଡିଆନଙ୍କ ଭାଉ ଦେଖାଇ ବିଜେଡି ନେତ୍ରୀ ଠକିନେଲେ କୋଟି କୋଟି ଟଙ୍କା!

ଚାକିରି ଦେବା ନାଁରେ ନିଜକୁ ବରିଷ୍ଠ ଆଇଏଏସ ଅଫିସର ସୁଜାତା କାର୍ତିକେୟନ ପାଣ୍ଡିଆନ୍ ଭାଇ ବା ଭି କେ ପାଣ୍ଡିଆନଙ୍କ ଶଳାର ପରିଚୟ ଦେଇ କୋଟି କୋଟି ଟଙ୍କା ଠକି ନେଲେ ଜଣେ ନକଲି ଓଏଏସ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ…

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ସୁଡ଼ଙ୍ଗ ଅଛି କି ନାହିଁ ସର୍ଭେ ହେବ – ଆଇନ ମନ୍ତ୍ରୀ

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପରେ ଗଣତି ସହ ସୁଡ଼ଙ୍ଗ ଅଛି କି ନାହିଁ ସବୁ କିଛିର ସର୍ଭେ ହେବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ପ୍ରାଥମିକ ପ୍ରକ୍ରିୟାରେ ପ୍ରଥମେ ରତ୍ନଭଣ୍ଡାର ମରାମତି କରାଯିବା ପରେ…

କାଲି ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିର୍ଦ୍ଦେଶକ ରାହୁଲ ନବୀନ। ଶ୍ରୀ ନବୀନଙ୍କ ୩ ଦିନିଆ ଗସ୍ତରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି । ସେ କଟକ ଓ ଭୁବନେଶ୍ବରରେ ବିଭାଗୀୟ ଅଧିକାରୀମାନଙ୍କ ସହ ଏସଆଇଟି ବୈଠକରେ ଯୋଗ…

ମଦମୃତ୍ୟୁ ପରେ ଅବକାରୀ ବିଭାଗର ଚଢ଼ଉ ଜାରି

ବିଷାକ୍ତ ଓ ନକଲି ମଦ ପିଇ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ଅବକାରୀ ବିଭାଗର ଚଢ଼ଉ ଜାରି ରହିଛି। ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ନୀଳକଣ୍ଠନଗରରେ ଅବକାରୀ ବିଭାଗ ଚଢ଼ଉ କରି ବ୍ୟାପକ ଦେଶୀ ମଦ, ପୋଚ ଓ କଞ୍ଚାମାଲ ଜବତ କରିଛି। ଘର…