ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ମାମଲାରେ ଭତ୍ତା ହାତେଇଥିବା ୮୯୪ ଜଣ ଅଯୋଗ୍ୟଙ୍କୁ ବିଡିଓଙ୍କ ନୋଟିସ୍ । ୨୯ଟି ପଞ୍ଚାୟତର ୮୯୪ ଅଯୋଗ୍ୟଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ୧୦ ହଜାର ୫୦୦ ଟଙ୍କା ଲେଖାଏଁ ଫେରାଇବାକୁ ନିର୍ଦ୍ଦେଶ । ଟଙ୍କା ଫେରସ୍ତ ନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

କିଛି ଦିନ ତଳେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ବଡ଼ ଧରଣର ଭତ୍ତା କେଳେଙ୍କାରୀ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ଉପଜିଲ୍ଲପାଳଙ୍କ ନିର୍ଦ୍ଦେଶ ନଥିବା ବେଳେ ନିର୍ଦ୍ଦେଶକୁ ଟାମ୍ପରିଂ କରାଯାଇ ବୟସ ହୋଇନଥିବା ବ୍ୟକ୍ତିଙ୍କୁ ଭତ୍ତା ଦିଆଯାଉଥିବା ଅଭିଯୋଗ ପରେ ୮୯୪ ଜଣ ଅଯୋଗ୍ୟଙ୍କୁ ଦିଆଯାଇଛି ନୋଟିସ୍।

Leave a Reply

Your email address will not be published. Required fields are marked *