Tag: Odisha

ବିଧାନସଭାରେ ଗୃହ ବିଭାଗର ଶ୍ବେତପତ୍ର ଉପସ୍ଥାପିତ

ଗୃହ ବିଭାଗର ଶ୍ବେତପତ୍ର ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି। ଶ୍ବେତପତ୍ରରେ ରାଜ୍ୟରେ ଅପରାଧ, ଆଇନଶୃଙ୍ଖଳା ନେଇ ତଥ୍ୟ ରହିଛି। ୨୦୨୩ ବର୍ଷରେ ମାଓ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି। ୩ ମାଓବାଦୀ ନିହତ ହୋଇଥିବା ବେଳେ ୧୩ ମାଓବାଦୀ…

ସୁଭଦ୍ରା ପାଇଁ ଜାରି ହେଲା ଟୋଲ୍‌ ଫ୍ରି ନମ୍ବର

ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ତଥା ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ସୁଭଦ୍ରାର ଯୋଜନା ଆରମ୍ଭ କରିଛନ୍ତି। ଏହି ସୁଭଦ୍ରା ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି କଲେ ରାଜ୍ୟ ସରକାର ।…

ମହିଳାଙ୍କ ସୁବିଧା ପାଇଁ ସମସ୍ତ ସରକାରୀ ଓ ଘରୋଇ କର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ

ମହିଳାଙ୍କ ସୁବିଧା ନିମନ୍ତେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ କର୍ଯ୍ୟାଳୟ ସହ ସର୍ବସାଧାରଣ ସ୍ଥାନରେ ପ୍ରତିଷ୍ଠା ହେବ ସ୍ତନ୍ୟପାନ କକ୍ଷ । ଏହା ସହ ଆରାମଦାୟକ, ଏକାନ୍ତ ଏବଂ ସ୍ଵଚ୍ଛ ସ୍ଥାନ ପ୍ରତିଷ୍ଠା କରିବା ପାଇଁ ସବୁ ଜିଲ୍ଲାପାଳ ଓ…

ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର; ସମ୍ପର୍କୀୟ ମାମୁଁ ଅଟକ

ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ପରିତ୍ୟକ୍ତ ଘରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ୩ ଦିନ ତଳୁ ନିଖୋଜ ଥିଲେ ୯ବର୍ଷର ନାବାଳିକା। ସମ୍ପର୍କୀୟ ମାମୁଁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା…

ସୌନ୍ଦର୍ଯ୍ୟକରଣ କାମ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅନୁଧ୍ୟାନ

ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁଧ୍ୟାନ କରିଛନ୍ତି। ସୌନ୍ଦର୍ଯ୍ୟକରଣ କାମ ପାଇଁ ମୁଖ୍ୟ ପ୍ରଶାସକ ଅନୁଧ୍ୟାନ କରିଥିବା ଜଣାପଡିଛି । ମୁଖ୍ୟ ପ୍ରଶାସକ ଜିଲ୍ଲାପାଳଙ୍କ ସହ ଅନୁଧ୍ୟାନ କରିଛନ୍ତି । ମାର୍ଚ୍ଚ ପର୍ଯ୍ୟନ୍ତ ଶ୍ରୀଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଚାଲିବ…

ଭିଜିଲାନ୍ସ ଜାଲରେ ଡିଇଓ ଅଫିସ କିରାଣୀ

ଭିଜିଲାନ୍ସ ଜାଲରେ ବାଲେଶ୍ବର ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟୟାଳୟର କିରାଣୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ପ୍ରଦୀପଙ୍କ ଘର ସମେତ ଶେରଗଡ଼ ଛକସ୍ଥିତ ମାର୍କେଟ କମ୍ପ୍ଲେକ୍ସରେ ଚଢ଼ଉ କରିଛି।…

ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ବଣ୍ଡା ଜନଜାତି ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନଠାରେ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନିଟ୍‌-୨୦୨୪ରେ ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଡବେଲ ଗ୍ରାମର ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ସରକାରଙ୍କ ସହଯୋଗ କାମନା

କେନ୍ଦ୍ର ଇସ୍ପାତ ସଚିବ ସନ୍ଦିପ ପୌଣ୍ଡ୍ରିକ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡିଶାରେ ଇସ୍ପାତ ଶିଳ୍ପର ବିକାଶ ସଂପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ SAIL, NMDC ଓ ଇସ୍ପାତ ବିଭାଗ ଅଧୀନଅନ୍ୟାନ୍ୟ…

ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ଆଲୋଚନା ସମୟରେ ଓଡିଶାରେ କମ୍ପାନୀ ପକ୍ଷରୁ ଚାଲୁ…

ପାଣ୍ଡିଆନଙ୍କ ସପକ୍ଷରେ ଆଗେଇ ଆସିଲା ବିଜେଡି

ବିଧାନସଭା ଉତ୍ତର ନେଇ ଖୋଲାଖୋଲି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି। ପାଣ୍ଡିଆନଙ୍କୁ ପ୍ରୋଟେକ୍ସନ ଦେବାକୁ ଖୋଲାଖୋଲି ଆଗେଇ ଆସିଲା ବିଜେଡି। ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନଙ୍କୁ ଖୋଲା ପ୍ରୋଟେକ୍ସନ ଦେଲେ ବିଜେଡି ନେତା। ପାଣ୍ଡିଆନଙ୍କୁ ଖୁଲମଖୁଲା ସମର୍ଥନ କଲେ ସୁଲତା ଦେଓ ଓ…