Tag: Odisha

ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ବଦଳିବା ପ୍ରସଙ୍ଗ; କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲା ବିଜେଡି

ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ବଦଳାଇବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ବ୍ୟାଙ୍କ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଲେନିନ ମହାନ୍ତି। ସେ କହିଛନ୍ତି ରେଭେନ୍ସା ଓଡ଼ିଶାର ଗର୍ବ ଓ ଗୌରବ।ସମସ୍ତ ଅଭିଭାବକଙ୍କର ଆଶା ଥାଏ ତାଙ୍କ ପିଲା ରେଭେନ୍ସାରେ ପାଠ…

ଛତ୍ରପୁର ବିଇଓଙ୍କୁ ଗିରଫ କଲା ଭିଜିଲାନ୍ସ

ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଟିମ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଥିଲା। ଛତ୍ରପୁର ଅଫିସ୍ ସମେତ ବ୍ରହ୍ମପୁରର ୩ଟି ଓ ପୋଲସରାର ୨ଟି…

ରାଜଧାନୀରୁ ବିପୁଳ ବନ୍ୟପ୍ରାଣୀ ଅଙ୍ଗ ଜବତ

ରାଜଧାନୀରୁ ବିପୁଳ ପରିମାଣର ବନ୍ୟପ୍ରାଣୀ ଅଙ୍ଗ ଜବତ ହୋଇଛି। ରାଜଧାନୀର ଏକ ଦୋକାନରୁ ବଜ୍ରକାପ୍ତା କାତି ଜବତ ହୋଇଛି। ରାଜସ୍ବ ଗୁଇନ୍ଦା ବିଭାଗ ଚଢ଼ଉ କରି ଜବତ କରିଛି। ବଜ୍ରକାପ୍ତା କାତି ସହ କସ୍ତୁରୀ ମୃଗର କସ୍ତୁରୀ, ଶାମୁକା, କଉଡ଼ି ଜବତ…

ନିମାପଡ଼ା ଓ ଡେଲାଙ୍ଗକୁ ବ୍ୟାପିଲା ବାର୍ଡ ଫ୍ଲୁ

ପୁରୀ ଜିଲ୍ଲାର ପିପିଲି ଓ ସତ୍ୟବାଦୀ ପରେ ଏବେ ନିମାପଡ଼ାକୁ ବ୍ୟାପିଛି ବାର୍ଡ ଫ୍ଲୁ। ନିମାପଡ଼ାର କୋଠ କୋସଙ୍ଗ ଓ ଡେଲାଙ୍ଗରେ ବାର୍ଡ ଫ୍ଲୁ। ବାର୍ଡ ଫ୍ଲୁ ଚିହ୍ନଟ ପରେ କୁକୁଡ଼ା ମାରିବାକୁ ପ୍ରସ୍ତୁତି ଚାଲିଛି। ୪୦ ଜଣିଆ ରାପିଡ ରେସପନ୍ସ…

ଦଳୀୟ ଅନୁଶାସନ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ବରରେ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର। ବିଜେପିରୁ ସୁନୀତି ମୁଣ୍ଡଙ୍କୁ ନିଲମ୍ବନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଦଳରେ ବିଶୃଙ୍ଖଳା କରି ଦଳୀୟ ଅନୁଶାସନ ଯିଏ ଭଙ୍ଗ କରିବ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବିଜେପି ସଂକଳ୍ପ ପତ୍ରରେ ଯାହା ଯାହା କହିଥିଲା…

ଓଡ଼ିଶାରେ ଲାଗୁ ହେଲା ପିଏମ୍-ଉଷା ଯୋଜନା

ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ (ପିଏମ୍‌- ଉଷା)କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। କୃଷି ଭବନରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ପିଏମ- ଉଷା’ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି।…

ସେପ୍ଟେମ୍ବର ୧ରୁ ଲାଗୁ ହେବ ନୂଆ ଅବକାରୀ ନୀତି

ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିଛନ୍ତି। ସନ୍ତା ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଅବକାରୀ ନିୟମ। ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ଏହି ନିୟମ ଅନୁଯାୟୀ ଗ୍ରାମାଞ୍ଚଳରେ କୌଣସି ନୂଆ ବିଦେଶୀ…

୪ ଦିନିଆ ଓଡ଼ିଶା ଗସ୍ତରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଓଡ଼ିଶାରେ ଅଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଶନିବାର ଭୁବନେଶ୍ବରରେ ନ୍ୟାସନାଲ ସିଏ କନଫରେନ୍ସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨ ତାରିଖରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ।

ରିସର୍ଜେଣ୍ଟ ଓଡ଼ିଶା-୨୦୨୪; ୨୦୩୬ ଓ ୨୦୪୭ ମସିହାକୁ ନେଇ ବିରାଟ ଲକ୍ଷ୍ୟ ରହିଛି

ଓଡିଶା ହେଉଛି ଏକ ସମ୍ଭାବନାର ରାଜ୍ୟ। ଏଠି ସମ୍ଭାବନା ଅଛି, ସୁଯୋଗ ମଧ୍ୟ ଅଛି। ଆମ ପାଖରେ ଖଣିଜ ସମ୍ପଦ ଭରପୂର ଅଛି। ତେଣୁ ନିର୍ମାଣର ବିଭିନ୍ନ କ୍ଷେତ୍ର ଯଥା ଅଟୋମୋବାଇଲ୍ସ, ଅଟୋ କମ୍ପୋନେଣ୍ଟସ୍, ଡୋମେଷ୍ଟିକ ଆପ୍ଲିଆନସେସ୍, ଡିଫେନ୍ସ, ଏରୋ ସ୍ପେସ୍,…

ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବେ ଅଙ୍ଗନବାଡ଼ି କର୍ମୀ

ସୁଭଦ୍ରା ଯୋଜନାକୁ ନେଇ ସରକାର ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଅଙ୍ଗନବାଡ଼ି କର୍ମୀ, ସହାୟିକା ମଧ୍ୟ ସୁଭଦ୍ରା ପାଇଁ ଆବେଦନ କରିପାରିବେ। ଏଥିପାଇଁ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ ଆବେଦନ କରିପାରିବେ । ଏମ୍‌ବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ବାରା…