ବଦଳିବ ସରକାରୀ ସ୍କୁଲର ରଙ୍ଗ । ସରକାରୀ ସ୍କୁଲ୍ ସହ ପିଏମ୍ ଶ୍ରୀ ଅଧିନସ୍ଥ ସ୍କୁଲ୍ର ରଙ୍ଗ ବଦଳିବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଓସେପାର ଚିଠି। ଗେରୁଆ ରଙ୍ଗର ହେବ ରାଜ୍ୟର ସମସ୍ତ ସରକାରୀ ଓ ପ୍ରିଏମଶ୍ରୀ ସ୍କୁଲ । ଏନେଇ ଓସେପା ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅରେଞ୍ଜ ଟ୍ୟାନ୍ –ଏନ୍ (ଗେରୁଆ) କରିବାକୁ ଜାରି ହେଲା ନିର୍ଦ୍ଦେଶ । ଏହା ସହ କୌଣସି ପୁରୁଣା ସରକାରୀ ସ୍କୁଲ କୋଠାର ମରାମତି ଓ ରକ୍ଷଣାବେକ୍ଷଣ ସମୟରେ ତାହାର ରଙ୍ଗକୁ ମଧ୍ୟ ବଦଳାଯିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଓସେପାର ଚିଠି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ଅନୁଦାନରେ ତିଆରି ହେବ ପିଏମ ଶ୍ରୀ ଏବଂ ବିଦ୍ୟାଳୟ ମରାମତି । Post navigation ରତ୍ନ ଭଣ୍ଡାର ଚାବି ହଜିବା ରିପୋର୍ଟକୁ ସାର୍ବଜନୀନ କରିବେ ନାହିଁ ସରକାର କେନ୍ଦ୍ରାପଡା ଯିବେ ସନ୍ତୋଷ ରାଉଳ ଓରଫ ବାବା ସାରଥୀ