Tag: Odisha

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ

୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ଆଜି ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି। ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏହା କହିଛନ୍ତି। ଜିଲ୍ଲାସ୍ତରୀୟ କମିଟି ନିୟମିତ…

ରାଜ୍ୟରେ ଦୁଇଶହ ଗୋଶାଳା ହେବ

ଓଡ଼ିଶାର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରୁଥିବା ବେଳେ ଅନେକ ଗୋପାଲରେନ କରି ଜୀବିକା ନିର୍ବାହ କରନ୍ତି। ତେବେ ଗୋପାଳନ ପ୍ରୋତ୍ସାହନ ଦେବା ସହ ଗୋ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ତତ୍ପରତା ଦେଖାଇଛନ୍ତି। ରାଜ୍ୟରେ ୨୦୦ ଗୋଶାଳା ହେବ।…

୫ଟି ସ୍କୁଲ ବିଜୁଳି ବିଲ୍ ପୈଠ ହୋଇନି

ବିଜେଡି ସରକାର ୫ଟି ସ୍କୁଲ ନାଁରେ ପ୍ରହସନ କରିଛି। ୫ଟିରେ ସ୍ମାର୍ଟ ସ୍କୁଲ, ସ୍ମାର୍ଟ କ୍ଳାସ, ସ୍ମାର୍ଟ ଲାବ୍ରେରୀ ନାଁରେ ଅନେକ ଦୁର୍ନୀତି ହେରିଥିବା ଅଭିଯୋଗ ଆସିଛି। ଏସବୁ ମଧ୍ୟରେ ଏବେ ୫ଟି ସ୍କୁଲର ବିଜୁଳି ବିଲ ପେମେଣ୍ଟ ହୋଇନି ବୋଲି…

ମହାପ୍ରଭୁଙ୍କ ବେଳାଭୂମିରେ ମଦ କାରବାର ଚଳିବ ନାହିଁ

ଜଗନ୍ନାଥ ଧାମ ଭଳି ପବିତ୍ର ସ୍ଥାନର ବେଳାଭୂମିରେ ମଦ କାରବାର ଚଳିବ ନାହିଁ । ରାଜ୍ୟ ସରକାରଙ୍କ ବେଳାଭୂମିରେ ମଦ କୁଡ଼ିଆ ଯୋଜନା କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏହାକୁ ଘୋର ବିରୋଧ କରିଛନ୍ତି ପୁରୀର ବିଭିନ୍ନ ସଂଗଠନ। ଏ ନେଇ…

ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ବାଣ୍ଟି ମାଡ଼ ଖାଇଲେ ଅଙ୍ଗନବାଡି କର୍ମୀ

ଅଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଫର୍ମ ବାଣ୍ଟି ଅଙ୍ଗନବାଡି କର୍ମୀ ମାଡ଼ ଖାଇଛନ୍ତି । ଭୁଲବଶତଃ ଜଣେ ୬୦ ବର୍ଷୀୟ ମହିଳାଙ୍କୁ ଫର୍ମ ଦେଇଥିଲେ। ପରେ ସୁଭଦ୍ରା ଫର୍ମ ଫେରାଇ ନେବାକୁ ନେଇ ଗଣ୍ଡଗୋଳ ହେବା ସହ ଅଙ୍ଗନବାଡ଼ି କର୍ମୀଙ୍କୁ ମାଡ଼ ହୋଇଥିବା…

ଇତିହାସକୁ ବିକୃତ କରିବାକୁ କିଛି ଲୋକ ଅପଚେଷ୍ଟା କରୁଛନ୍ତି; ନବୀନ ପଟ୍ଟନାୟକ

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାଁ ପରିବର୍ତ୍ତନ କରାଯିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିବାଦୀୟ ବୟାନ ଦେଇଥିବା ବେଳେ ଏହାକୁ କିଛି ନେତା ସମର୍ଥନ ଜଣାଇବା ସହ ଆଉ କିଛି ବିରୋଧ କରିଥିଲେ। ଏ ନେଇ ଓଡ଼ିଶା ରାଜନୀତିରେ ତୁମ୍ବିତୋଫାନ ହୋଇଥିବା…

ନିଜ ଦୋଷ ଲୁଚାଇବାକୁ ବିଜେଡି ହୀନ ରାଜନୀତି କରୁଛି; ବଳଭଦ୍ର ମାଝି

ସରକାରରୁ ଚାଲିଗଲା ପରେ ଏବେ ବିଜେଡିର ନିଦ ଭାଙ୍ଗିଛି । ଗତ ୨୪ ବର୍ଷ ଧରି ପୋଲାଭରମ ପ୍ରକଳ୍ପ ପାଇଁ କୌଣସି ପଦକ୍ଷେପ ନନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ବିଜେଡି ସରକାର ଶୋଇଥିଲା । ଏବେ ଚର୍ଚ୍ଚାରେ ରହିବା ପାଇଁ ଅଯଥାରେ ରାଜନୀତି…

ଗଭୀର ଅବପାତ ଯୋଗୁଁ ପ୍ରବଳ ବର୍ଷାରେ ହୋଇଥିବା କ୍ଷୟକ୍ଷତି ଓ ମୁକାବିଲା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା 

ଆଜି ବିଧାନସଭା ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କ ରେ ସମୀକ୍ଷା କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା…

ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ

ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଗଭୀର ଅବପାତ ଯୋଗୁଁ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି।…

ବର୍ଷା ପାଇଁ ୩ ଜିଲ୍ଲାରେ ସ୍କୁଲ ଛୁଟି

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ମାଲକାନଗିରି ଓ କୋରାପୁଟରେ ସ୍କୁଲ ଛୁଟି ହୋଇଛି। ପ୍ରବଳ ବର୍ଷା ଯାଗୁଁ ୩ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସରକାରୀ,…