Tag: Odisha

୨୫ରେ ହେବାକୁ ଯାଉଛି ସର୍ବଦଳୀୟ ବୈଠକ

ନଭେମ୍ବର ୨୫ ତାରିଖରେ ବସିବ ସର୍ବଦଳୀୟ ବୈଠକ । ୨୬ ତାରିଖରୁ ଆରମ୍ଭ ହେବାକୁଥିବା ବିଧାନସଭାର ଶୀତକାଳିନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ୨୫ ତାରଖ ଦିନ ହେବାକୁ ଯାଉଛି । ଏହି ବୈଠକ ନେଇ ସଂସଦୀୟ ବ୍ୟାପର ମନ୍ତ୍ରୀ ମୁକେଶ…

ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ

ଆସନ୍ତା ୨୯ ତାରିଖରେ ପ୍ରଥମ ଥର ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ। ଏଥିରେ ଯୋଗଦେବାକୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧…

ବଦଳି ପୋଷ୍ଟିଂ ପାଇଁ ଚାପ ପକାଉଛି କିଏ ?

ନଭେମ୍ବର ୧୧ତାରିଖରେ ମୁଖ୍ୟ ସଚିବ ମନୋଜ ଆହୁଜାବାବୁ ଏକ ସର୍କୁଲାର ଜାରି କରିଥିଲେ । ସବୁ ବିଭାଗର ସଚିବ ଓ ଅନ୍ୟ ଅଧିକାରୀଙ୍କ ପାଖକୁ ଏହି ଚିଠି ଯାଇଥିଲା। ଏଥିରେ ଉଲ୍ଲେଖ ଥିଲା ଯେ, ବଦଳି ଏବଂ ପୋଷ୍ଟି ପାଇଁ ଯେଉଁ…

୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡିସେମ୍ବର ୩ ରୁ ୭ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ଡିସେମ୍ବର ୩ରୁ ୫ ମଧ୍ୟରେ ଭୁବନେଶ୍ବର ଓ…

ଅଯଥା ପ୍ରସଙ୍ଗକୁ ଦୋହରାଇ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି ବିଜେଡି ନେତୃବୃନ୍ଦ: ଦିଲୀପ ମଲ୍ଲିକ

ବିରୋଧୀ ବିଜେଡି ପାଖରେ କୈାଣସି ପ୍ରସଙ୍ଗ ନାହିଁ । ଶାସନରୁ ବିତାଡିତ ହେବା ପରେ ଅଯଥା ପ୍ରସଙ୍ଗକୁ ଦୋହରାଇ ଓ ପାଳି କରି ବିଜେଡିର ନେତାମାନେ ମିଛ ସତ ଲଗାଇ ମନଗଢା କାହାଣି ଶୁଣାଉଛନ୍ତି । ବିଜେଡି ନେତା ତଥା ପୂର୍ବତନ…

୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଝଲସୁଛି ‘ଓଡିଶା ମଣ୍ଡପ’

ଗତ ୧୪ ତାରିଖ ଦିନ ଉଦ୍‌ଘାଟିତ ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ। ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ…

ଓଡ଼ିଶା ମ୍ୟାଟ୍ରିକ ପରୀକ୍ଷା ୨୦୨୫ ଫର୍ମପୂରଣ ସମୟସୀମା ବୃଦ୍ଧି

ଓଡ଼ିଶା ମାଧ୍ଯମିକ ଶିକ୍ଷା ବୋର୍ଡ (ବିଏସଇ) ଅନୁଯାଯୟୀ 2025 ର ଓଡ଼ିଶା ମାଟ୍ରିକ୍ ପରୀକ୍ଷାର ସମୟସୀମା ବୃଦ୍ଧି କରାଯାଇଛି। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (HSC) ପରୀକ୍ଷା ଏବଂ ଓଡ଼ିଶା ରାଜ୍ଯ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ (SOSC) ପାଇଁ ଫର୍ମ ଦାଖଲ କରିବାର…

ଆମ୍ବ ଟାକୁଆ ଘଟଣା ରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି, ଯୋଗାଣ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା ବିଜେଡି

ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ରେ ମୃତକ ଙ୍କ ସଂଖ୍ୟା ଆଜି ତିନି କୁ ବୃଦ୍ଧି ହେବା ପରେ ବିଜୁ ଜନତା ଦଳ ରାଜ୍ଯ ସରକାରଙ୍କୁ ପୁଣି ନିନ୍ଦା କରିଛି । ଏହା ସରକାରଙ୍କ ବିଫଳତାକୁ ଦର୍ଶାଉଛି ବୋଲି ବିଜେଡି…

ସମୀର ଦେ ଙ୍କ ଦେହାନ୍ତ ରେ ବାଲିଯାତ୍ରା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାତିଲ

ବିଶିଷ୍ଟ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ‘ଙ୍କ ଦେହାନ୍ତ ହେତୁ କଟକ ବାଲି ଯାତ୍ରାରେ ସୋମବାର ହେବାକୁ ଥିବା ସମସ୍ତ ସାଂସ୍କୃତିକ କାର୍ଯ୍ଯକ୍ରମ ବାତିଲ କରାଯାଇଛି। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଗଣମାଧ୍ଯମକୁ ଘୋଷଣା…

କନ୍ଧମାଳ ଆମ୍ବ ଟାକୁଆ ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଓଡ଼ିଶାର କନ୍ଧମାଳରେ ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି, ସୋମବାର ଦିନ ଅନ୍ଯ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। କଟକର SCB ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜୀତା ମାଝୀଙ୍କର…