Tag: Odisha

Pankodhar Ekadashi Today: ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ

ଦେବ ଦେବ ମହାଦେବ ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ଆଜି ସମ୍ପର୍ଣ୍ଣ ହୋଇଛି । ଶ୍ରୀଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଯାୟୀ, ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର…

Kanhu Charan Lenka Passes Away: ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ

ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ଶୁକ୍ରବାର ଦିନ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ।…

Merchant Navy Officer From Odisha Goes Missing: ନିଖୋଜ ଓଡ଼ିଆ ନାବିକ ପୁଅକୁ ଖୋଜିବାକୁ ଯିବେ ମା’ ଓ ମାମୁ

ନିଖୋଜ ଓଡ଼ିଆ ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ରଙ୍କୁ ଖୋଜିବା ପାଇଁ ମା’ ରଶ୍ମିତା ଓ ମାମୁ ସିଙ୍ଗାପୁର ଯିବେ । ସାର୍ଥକଙ୍କୁ ନେଇଥିବା ଜାହାଜ ୧୫ ତାରିଖରେ ସିଙ୍ଗାପୁର କୂଳରେ ଲାଗିବା ପରେ ମା ଓ ମାମୁ ନିଜେ ଜାହାଜ…

Sex Racket Busted In Khordha: ଖୋର୍ଦ୍ଧା ବିକାଶ ନଗରରେ ସେକ୍ସ ରାକେଟ ଠାବ

ଖୋର୍ଦ୍ଧା ବିକାଶ ନଗରରୁ ସେକ୍ସ ରାକେଟ୍ ଠାବ ହୋଇଛି । ଏକ ଭଡା ଘରେ ଚାଲିଥିବା ସେକ୍ସ ସ୍କାଣ୍ଡାଲର ପର୍ଦ୍ଦାଫାଶ କରିଛି ପୋଲିସ । ଏକ ଭଡ଼ା ଘରେ ଚାଲିଥିଲା ସେକ୍ସ ସ୍କାଣ୍ଡାଲ । କୌଣସି ସୂତ୍ରରୁ ଖବର ପାଇ କ୍ରାଇମବ୍ରାଞ୍ଚ…

Odisha Adarsha Vidyalaya: ଆଦର୍ଶ ବିଦ୍ୟାଳୟରେ ବିଧାୟକ ଓ ସାଂସଦଙ୍କ କୋଟା ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅରୁଣ ସାହୁଙ୍କ ଚିଠି

ଆଦର୍ଶ ବିଦ୍ୟାଳୟରେ ବିଧାୟକ ଓ ସାଂସଦଙ୍କ କୋଟା ବନ୍ଦ ଦାବି । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ବିଧାୟକ ଅରୁଣ ସାହୁ । ବିଧାୟକ, ସାଂସଦ ଓ ଜିଲ୍ଲାପାଳଙ୍କ ୨ଟି ଲେଖାଏଁ କୋଟା ବନ୍ଦ ପାଇଁ ଚିଠି ଲେଖାଯାଇଛି। ସେ…

OTET Exam: ମେ ତୃତୀୟ ସପ୍ତାହରେ ହେବ ଓଟିଇଟି ପରୀକ୍ଷା

ଆସନ୍ତା ମେ ତୃତୀୟ ସପ୍ତାହରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଖୁବ୍‌ ଶୀଘ୍ର ଆବେଦନ ନେଇ ତାରିଖ ପ୍ରକାଶ ପାଇବ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଏ ନେଇ…

New QR Code Land Patta: ଜମି କିଣାବିକାରେ ଆଉ ହେବନି ଠକେଇ; ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆସିବ ନୂଆ ଜମି ପଟ୍ଟା । ଜମି ସମ୍ପର୍କିତ ଠକେଇକୁ ରୋକିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶା ସରକାର କ୍ୟୁଆର୍ କୋଡ୍-ସକ୍ଷମ ଜମି ପଟା ପ୍ରଚଳନ…

Twist In Pitabas Murder Case: ପୀତବାସ ହତ୍ୟାକାଣ୍ଡରେ ନୂଆ ମୋଡ଼

ବ୍ରହ୍ମପୁରରେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ବଡ଼ ଟ୍ୱିଷ୍ଟ । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପୋଲିସ ସୂଚନା ଅନୁଯାୟୀ, ପୀତବାସଙ୍କ ସିକ୍ରେଟ୍ ଚାମ୍ବରରେ ଆପତ୍ତିଜନକ ଜିନିଷ ଓ ପେନ୍ ଡ୍ରାଇଭ୍ ମିଳିଛି । ଏଥିରେ ୪ଟି ରଙ୍ଗୀନ ଫଟୋ…

Bharat Bandh Disrupts Daily Life: ଭାରତ ବନ୍ଦ ର ପ୍ରଭାବ: ଓଡ଼ିଶାରେ ଜନଜୀବନ ପ୍ରଭାବିତ, ପ୍ରମୁଖ ସେବା ବାଧାପ୍ରାପ୍ତ

ଭାରତ ବନ୍ଦର ଆଂଶିକ ପ୍ରଭାବ ଓଡ଼ିଶାରେ ପଡ଼ିଛି । ବନ୍ଦ ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ବସ୍ ଚଳାଚଳ ଉପରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କଟକରୁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି…

Bharat Bandh Today: ଆଜି ଭାରତ ବନ୍ଦ, ଦେଶବ୍ୟାପୀ ଧର୍ମଘଟ ଡାକରା

ଆଜି ସର୍ବଭାରତୀୟ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି । ୧୦ଟି ଶ୍ରମିକ ଓ ସ୍ୱାଧୀନ ଫେଡେରେସନ୍‌ ପକ୍ଷରୁ ଏହି ଧର୍ମଘଟ ଡାକରା ଦିଆଯାଇଛି ।…