ରାଜନୀତି ରାଜ୍ୟ ବିଜେଡି ଛାଡିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ May 22, 2024 Nirvay ବିଜେଡି ଛାଡ଼ିଲେ ପୁଣି ଜଣେ ହେଭିୱେଟ ନେତା। ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଜ୍ୟୋତିପ୍ରକାଶଙ୍କ ଇସ୍ତଫା ଦେଇଥିବା ଜଣା ପଡ଼ିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ…
ରାଜ୍ୟ ୨୫ ରୁ ରାଜ୍ୟରେ ବର୍ଷା May 22, 2024 Nirvay ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହେଲା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ଏହା ୨୪ ତାରିଖ ସକାଳେ ଅବପାତର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ…
ତାଜା ଖବର ରାଜନୀତି ରାଜ୍ୟ ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକଙ୍କୁ ଜବାବ ତଲବ May 21, 2024 Papirani ବିଜେଡିରୁ ଇସ୍ତଫା ଦେଇଥିବା ୪ ବିଧାୟକ ସମୀର ଦାଶ, ସୀମୀରାଣୀ ନାୟକ, ରମେଶ ସାଏ ଓ ପର୍ଶୁରାମ ଧର୍ଡା ଙ୍କୁ ଜବାବ ତଲବ । ବାଚସ୍ପତିଙ୍କ ନିର୍ଦେଶରେ ନୋଟିସ କରିଛନ୍ତି ବିଧାନସଭା ସଚିବ । ୨୭ ତାରିଖ ସୁଦ୍ଧା ଉତ୍ତର ଦେବାକୁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ନବୀନ ବାବୁ ବୁଢ଼ା ହୋଇଗଲେଣି, ତାଙ୍କୁ ରିଟାୟାର୍ଡ କରନ୍ତୁ: ଅମିତ ଶାହ May 21, 2024 Papirani ଢେଙ୍କାନାଳ ପରଜଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ବିଜେଡି ସରକାରକୁ ଟାର୍ଗେଟ କରି କହିଛନ୍ତି, ନବୀନ ବାବୁ ବୁଢା ହୋଇଗଲେଣି, ତେଣୁ ତାଙ୍କୁ ରିଟାୟାର୍ଡ କରନ୍ତୁ । ଓଡ଼ିଶାରେ ତାମିଲ ବାବୁ ଶାସନ କରିପାରିବେ କି? କିନ୍ତୁ ତାମିଲ ବାବୁଙ୍କୁ ନବୀନ ବାବୁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ୨୩ରେ ଓଡ଼ିଶା ଆସିବେ ଜେପି ନଡ୍ଡା May 21, 2024 Papirani ଓଡ଼ିଶାରେ ବଡ଼ ବିଜୟ ପାଇଁ ଚାଲିଛି କେନ୍ଦ୍ରୀୟ ବିଜେପି ନେତାଙ୍କ ମାରାଥନ ପ୍ରଚାର । ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଘନ ଘନ ଓଡ଼ିଶା ଆସି ଜୋରସୋର ପ୍ରଚାର କରୁଛନ୍ତି। ସେହିପରି ଆସନ୍ତା ୨୩ରେ ପୁଣି ଓଡ଼ିଶା ଆସିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…
ତାଜା ଖବର ରାଜନୀତି ରାଜ୍ୟ ନିର୍ବାଚନ ପ୍ରଚାର ପାଇଁ ଚିଲିକା ଓ ସାଲେପୁର ଆସିବେ ଯୋଗୀ ଆଦିତ୍ୟନାଥ May 21, 2024 Papirani ଓଡ଼ିଶାରେ ଚଳିତବର୍ଷ ନିର୍ବାଚନ ପ୍ରଚାର ପାଇଁ ବିଜେପିର ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ପ୍ରଚାର ତାଲିକାରେ ସାମିଲ୍ ହୋଇଛନ୍ତି ଆଉ ଜଣେ ହେବିୱେଟ୍ ନେତା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପୁରୀ ସଂସଦୀୟ କ୍ଷେତ୍ର ଚିଲିକା ବିଧାନସଭା କ୍ଷେତ୍ର ଓ ସାଲେପୁରରେ…
ରାଜନୀତି ରାଜ୍ୟ ହିଞ୍ଜିଳିରେ ଭୋଟ ହାର ସବୁଠାରୁ କମ; ଦାଦନ ଓ ଅନାଗ୍ରହ ଦାୟୀ! May 21, 2024 Papirani ରାଜ୍ଯରେ ସରିଛି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ । ୫ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏ ଅଧୀନରେ ଥିବା ୩୫ ବିଧାନସଭା ନିର୍ବାଚନମଣ୍ଡଳୀରେ ମତ ସାବ୍ଯସ୍ତ କଲେ ଜନତା। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସବୁଠୁ କାମ ମତଦାନ ହୋଇଛି ହିଞ୍ଜିଳିରେ । ରାଜ୍ୟରେ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ନିର୍ବାଚନ ପ୍ରଚାର ପାଇଁ ୩ ଦିନିଆ ବାଲେଶ୍ୱର ଗ୍ରସ୍ତରେ ରେଳମନ୍ତ୍ରୀ May 21, 2024 Papirani ଆଜି ଟ୍ରେନ ଯୋଗେ ଭୁବନେଶ୍ୱରରୁ ବାଲେଶ୍ୱର ଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସେଠାରେ ୩ଦିନ ନିର୍ବାଚନୀ ପ୍ରଚାର କରିବେ । ଟ୍ରେନ୍ ରେ ଗସ୍ତବେଳେ ସେ ଗଣମାଧ୍ୟମକୁ କହିଛନ୍ତି ୨୦୧୪ ପୂର୍ବରୁ ରେଲୱେ ପାଇଁ ଓଡିଶାକୁ ମିଳୁଥିଲା ବର୍ଷକୁ ମାତ୍ର ୮୦୦…
ତାଜା ଖବର ରାଜନୀତି ରାଜ୍ୟ ନିଜ ଭୁଲର ପ୍ରାୟଶ୍ଚିତ ପାଇଁ ୩ ଦିନ ଉପବାସ କରିବେ ସମ୍ବିତ ପାତ୍ର May 21, 2024 Papirani ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କିତ ବୟାନ ପରେ ଭୁଲ ସ୍ୱୀକାର କଲେ ପୁରୀ ଲୋକସଭା ଆସନ ପ୍ରାର୍ଥୀ ବିଜେପି ସମ୍ବିତ ପାତ୍ର । ଜଗନ୍ନାଥ ଓ ମୋଦୀଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ପରେ ସଫେଇ ରଖିଛନ୍ତି ପୁରୀ ବିଜେପି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଓଡ଼ିଶାର ୪ଟି ସ୍ଥାନରେ ପ୍ରଚାର କରିବେ ଗୃହମନ୍ତ୍ରୀ ଅମିତ ଶାହା May 21, 2024 Papirani ବିଜେପି ଫୋକସରେ ଏବେ ଓଡ଼ିଶା ରହିଥିବା ବେଳେ ଜଣକ ପରେ ଜଣେ ବିଜେପିର ହେବିୱେଟ କେନ୍ଦ୍ରୀୟ ନେତା ଓଡ଼ିଶା ଗସ୍ତରେ ଆସି ହାଇଭୋଲଟେଜ୍ ପ୍ରଚାର କରୁଛନ୍ତି । ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି…