Tag: Odisha

ଦୁଇ ମାସରେ ସରିବ ଆବାସ ସର୍ଭେ: ରବିନାରାୟଣ ନାଏକ

ଦୁଇ ମାସରେ ସରିବ ଆବାସ ସର୍ଭେ । ଆଜି ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ । ସେ କହିଛନ୍ତି, ଏବେ ଗ୍ରାମାଞ୍ଚଳରେ ସର୍ଭେ କାମ ଚାଲିଛି । ଗ୍ରାମସଭା ଦ୍ୱାରା ଲୋକଙ୍କୁ ସଚେତନ କରାଯାଉଛି । ଏପରିକି…

ଜାନୁଆରୀରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବ ବିଜେଡି

ଡିସେମ୍ୱର ୨୬ରେ ବିଜେଡି ପାଳିବ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ। ସବୁ ନିର୍ବାଚନ ମଣ୍ଡଳିରେ ପାଳନ ହେବ ବିଜେଡି ପ୍ରତିଷ୍ଠା ଦିବସ । ଏଥିରେ ବିଜେଡିର ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ମନେ ପକାଇବ । ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ନବୀନ…

ଭୁବନେଶ୍ୱର ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଟିମ “ଅଦୃଶ୍ୟ “

ଭୁବନେଶ୍ୱରରେ ହେଉଥିବା ଆପାର୍ଟମେଣ୍ଟ ଲୁଟ୍ ଘଟଣାରେ ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟିମ୍ “ଅଦୃଶ୍ୟ “ଗଠନ କରାଯାଇଛି । ଟିମ୍‌ର ମୁଖ୍ୟ ଅଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର । ସ୍ପେସାଲ ସ୍କ୍ବାଡ୍ ଏସିପି ହିମାଂଶୁ ସ୍ବାଇଁ…

ପ୍ରମୁଖ ବିଭାଗରୁ ହଟିଲେ ବିଷ୍ଣୁପଦ ସେଠୀ; କାଲି ସିବିଆଇ ଆଗରେ ହେବେ ହାଜର

ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି।ଲାଞ୍ଚ କାରବାରରେ ଲିଙ୍କ ଥିବା ଅଭିଯୋଗରେ CBI ସ୍କାନରରେ ଥିବା ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କୁ ପଦବୀରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ SC/ST, ସଂଖ୍ୟାଲଘୁ ଓ ପଛୁଆ ବର୍ଗ…

ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟିତ

କେ.ଜି ରୁ ପି. ଜି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଆଜି କେଉଁଝର’ର ଅଶୋକ ବାଟିକା ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ…

ରାଷ୍ଟ୍ରପତିଙ୍କ ପ୍ରତି ବିଜେଡି ସାଂସଦଙ୍କ ଆକ୍ଷେପ ଘଟଣା; ବିଜେପିର ସମାଲୋଚନା

ରାଜ୍ୟସଭାରେ ‘ଭାରତୀୟ ସମ୍ବିଧାନର ୭୫ ବର୍ଷର ଗୌରବମୟ ଯାତ୍ରା ଉପରେ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ସାଂସଦ ସୁଲତା ଦେଓ ରାଷ୍ଟ୍ରପତିଙ୍କ ପ୍ରତି କରିଥିବା ଆକ୍ଷେପ ଘଟଣାରେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳଙ୍କ ସମାଲୋଚନା । ସେ କହିଛନ୍ତି ମହାମହିମ ରାଷ୍ଟ୍ରପତି…

ଜାନୁଆରୀରେ ଦୁଇଥର ଓଡିଶା ଆସୁଛନ୍ତି ମୋଦି

ଆସନ୍ତା ଜାନୁଆରୀ ମାସରେ ଦୁଇ ଥର ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ବାବଦରେ ସୂଚନା ଦେଇଛନ୍ତି। ଜାନୁଆରୀ ୮-୧୦ ରେ ଓଡ଼ିଶାରେ ହେବାକୁ ଥିବା ପ୍ରବାସୀ ଭାରତୀୟ…

ଟେଣ୍ଡର ଫକ୍ସିଂ ମାମଲା: ୨ ପର୍ଯ୍ୟାୟ ରିମାଣ୍ଡ ଶେଷରେ ବିଚାର ବିଭାଗୀୟ ହାଜତ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ବରରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିବା ଘଟଣାରେ ୨ ପର୍ଯ୍ୟାୟ ରିମାଣ୍ଡ ଶେଷରେ ବିଚାର ବିଭାଗୀୟ ହାଜତ ଗଲେ ୩ ଅଭିଯୁକ୍ତ ଚଞ୍ଚଳ ମୁଖାର୍ଜୀ, ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା । ସ୍ପେଶାଲ ସିଜେଏମ ସିବିଆଇ କୋର୍ଟରେ ତିନି…

ସପ୍ତାହେ ହେଲା ବନ୍ଦ ରହିଛି ୧୦୮ ଆମ୍ବୁଲାନ୍ସ ସେବା; ରୋଗୀ ହନ୍ତସନ୍ତ

ସ୍ବାଭାବିକ ହୋଇପାରୁନାହିଁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ । ସପ୍ତାହେ ହେଲା ରାଜ୍ୟରେ ବନ୍ଦ ରହିଛି ୧୦୮ ଜନନୀ ଆମ୍ବୁଲାନ୍ସ ସେବା । ଗତ ୧୦ ତାରିଖରୁ ରାଜ୍ୟବ୍ୟାପୀ ୪୦୦ରୁ ଅଧିକ ଜନନୀ ଆମ୍ବୁଲାନ୍ସ ସେବା ବନ୍ଦ ରଖିଛନ୍ତି ଆମ୍ବୁଲାନ୍ସ ମାଲିକ ।…

ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଲୋକଙ୍କ ଦୁଃଖ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ସରକାର ଦାୟିତ୍ୱ ନେବା ପରେ ଏହା ହେଉଛି ପଞ୍ଚମ ଜନ ଶୁଣାଣି । ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା । କିଛି ଦିନ…