Tag: Odisha

Pay Hike for Anganwadi Staff: ଅଙ୍ଗନୱାଡି ଦିଦିଙ୍କ ମାନଦେୟ ବୃଦ୍ଧି ପାଇଁ ସାଂସଦ ଡ଼ଃ ସସ୍ମିତ ପାତ୍ରଙ୍କ ଦାବି, କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି

ଓଡ଼ିଶାରୁ ରାଜ୍ୟସଭା ସାଂସଦ ଡ଼ଃ ସସ୍ମିତ ପାତ୍ର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କୁ ଚିଠି ଲେଖି ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ମାନଦେୟ ଓ ପ୍ରୋତ୍ସାହନ ରାଶିର ତୁରନ୍ତ ସମୀକ୍ଷା ଓ ବୃଦ୍ଧି ପାଇଁ…

Big Boost for Mayurbhanj: ମୟୂରଭଞ୍ଜରେ ବିକାଶର ମହାଯଜ୍ଞ: ୪୩୦ କୋଟିର ପ୍ରକଳ୍ପ ସହ ୬୫୦ ଶଯ୍ୟାର ନୂଆ ଟିଚିଙ୍ଗ୍ ହସ୍ପିଟାଲ ଲୋକାର୍ପିତ

ମୟୂରଭଞ୍ଜ ଏବଂ ସମଗ୍ର ଉତ୍ତର ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂତନ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଗସ୍ତରେ ଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ…

CM Inaugurated 650 Bed Hospital In Baripada: ବାରିପଦାରେ ୬୫୦ ବେଡ୍ ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ମୟୂରଭଞ୍ଜ ଏବଂ ଉତ୍ତର ଓଡ଼ିଶାରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଗସ୍ତରେ ଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର ନୂତନ ୬୫୦ ଶଯ୍ୟା ବିଶିଷ୍ଟ ଟିଚିଙ୍ଗ୍ ହସ୍ପିଟାଲ ଉଦ୍‍ଘାଟନ କରିଛନ୍ତି…

Pipili Rape Case: ପିପିଲିରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ; ଅଭିଯୁକ୍ତ ଗିରଫ କଲା ଧଉଳି ପୋଲିସ

ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱରର ଜଣେ ଯୁବତୀଙ୍କୁ ପିପିଲିର ଏକ ହୋଟେଲରେ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ପୀଡ଼ିତା ଧଉଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଆକ୍ସନ ମୋଡକୁ ଆସିଥିଲା। ଘଟଣାଟି…

OJEE 2026 Results Out: ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ପଳାଫଳ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ OJEE ପରୀକ୍ଷା ଫଳାଫଳ ପୁସ୍ତିକା ପ୍ରକାଶ କରିଛନ୍ତି। ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ, ବିଭିନ୍ନ…

Ama Bus Accident In BBSR: ରାଜଧାନୀରେ ପୁଣି ଆମ ବସ୍‌ ଦୁର୍ଘଟଣା

ରାଜଧାନୀରେ ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌ । ରମାଦେବୀ ବିଶ୍ୱବିଦ୍ୟାଳୟ ସାମ୍ନାରେ ସ୍କୁଟିକୁ ଦେଲା ଧକ୍କା । ଦୁର୍ଘଟଣାରେ ଗୁରୁତର ଆହତ ଆରୋହୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇ ଆମ ବସ୍ ଡ୍ରାଇଭର ଫେରାର ହୋଇଥିବା…

kalabaisakhi Rain in Odisha: ରାଜଧାନୀରେ କାଳବୈଶାଖୀର ତାଣ୍ଡବ

ଭୁବନେଶ୍ୱରରେ ଆଜି ମଧ୍ୟ କାଳବୈଶାଖୀ ରଚିଲା ତାଣ୍ଡବ। ରାଜଧାନୀରେ ଚାରିଆଡ଼େ ଘନ ଅନ୍ଧକାର ସହ ଘଡ଼ଘଡ଼ି, ବର୍ଷା ପବନ ଦେଖିବାକୁ ମିଳିଛି। ଗତ କିଛି ଦିନ ଧରି ଅପରାହ୍ଣ ହେବା ମାତ୍ରେ ରାଜ୍ୟର ଅନେକ ସ୍ଥାନ ସହ କଟକ-ଭୁବନେଶ୍ୱରରେ କାଳବୈଶାଖୀ ବର୍ଷାରେ…

OJEE Result 2026: ଆଜି ଅପରାହ୍ଣ ୫ଟାରେ ପ୍ରକାଶ ପାଇବ ଓଜେଇଇ ୨୦୨୬ ରେଜଲ୍ଟ

ଆଜି ଅପରାହ୍ଣ ୫ଟାରେ ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପରୀକ୍ଷା ଫଳ। ରେଜଲ୍ଟ ଘୋଷଣା କରିବେ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ । ପ୍ରାର୍ଥୀମାନେ ସେମାନଙ୍କର ସ୍ୱତନ୍ତ୍ର ଆବେଦନ ନମ୍ବର ଏବଂ ପାସୱାର୍ଡ/ଜନ୍ମ…

Sujata R Pandian will Join BJD Soon: ଖୁବଶୀଘ୍ର ବିଜେଡିରେ ଯୋଗ ଦେବେ ସୁଜାତା ଆର୍‌. ପାଣ୍ଡିଆନ୍: ମନ୍ମଥ ରାଉତରାୟ

ଖୁବଶୀଘ୍ର ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି ସୁଜାତା ଆର୍‌. ପାଣ୍ଡିଆନ୍ । ପୂର୍ବରୁ ସୁଜାତାଙ୍କ ବିଜେଡିରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏ ନେଇ ରାଜନୈତିକ ବୟାନ ଦେଇଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । ସେ…

Woman Raped in BBSR: ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ପୁରୁଷ ବନ୍ଧୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୀଡିତା ଧଉଳି ଥାନାରେ ଅଭିଯୋଗ ଦାଖଲ କରିବା ପରେ ପୁରୁଷ ବନ୍ଧୁଙ୍କ ଫେରାର୍‌ ରହିଥିବା ଜଣାପଡ଼ିଛି। ମହିଳା ଜଣଙ୍କ ଡାକ୍ତରୀ…