Tag: Odisha Revenue Services

Odisha Revenue Services Now on WhatsApp: ଏବେ ହ୍ୱାଟସ୍‌ଆପ୍‌ରେ ମିଳିବ ରାଜସ୍ୱ ସେବା, ଶୁଭାରମ୍ଭ ହେଲା ‘ଆମ ସାଥୀ’ ଚାଟ୍‌ବଟ୍

ସାଧାରଣ ଜନତାଙ୍କ ସୁବିଧା ପାଇଁ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ସରକାରୀ ଆପ୍‌ କିମ୍ବା ବିଭିନ୍ନ ଅଫିସ୍‌କୁ ଦୌଡ଼ିବାକୁ ପଡ଼ିବ ନାହିଁ, ସିଧାସଳଖ ହ୍ୱାଟସ୍‌ଆପ୍ ମାଧ୍ୟମରେ ହିଁ ରାଜସ୍ୱ ବିଭାଗର ପ୍ରମୁଖ…