ତାଜା ଖବର ରାଜନୀତି ରାଜ୍ୟ BJD Slams ‘Double Engine’ Govt: ଓଡ଼ିଶାର ଖଣି ରାଜସ୍ୱ ଦିଲ୍ଲୀକୁ ଯିବ: ବିଜେଡି August 13, 2026 Papirani ରାଜ୍ୟରେ ‘ଡବଲ୍ ଇଞ୍ଜିନ’ ସରକାର କ୍ଷମତାକୁ ଆସିବା ପରଠାରୁ ଓଡ଼ିଶାର ପ୍ରାକୃତିକ ସମ୍ପଦ ତଥା ଖଣିଜ ଦ୍ରବ୍ୟର ବ୍ୟାପକ ବେଆଇନ ଚୋରା ଚାଲାଣ ଚାଲିଛି। ଓଡ଼ିଶାର ଜନସାଧାରଣ ହିଁ ଏହି ଖଣିଜ ସମ୍ପଦର ପ୍ରକୃତ ମାଲିକ ହୋଇଥିବା ବେଳେ ଏମଏମଡିଆର (MMDR)…