Tag: Odisha Climate

Odisha Climate Suits Orangutans: ଉଦ୍ଧାର ଓରାଙ୍ଗୁଟାନଙ୍କୁ ସୁହାଉଛି ଓଡ଼ିଶାର ଜଳବାୟୁ, ଖୁବଶୀଘ୍ର ହେବ ଡିଏନ୍‌ଏ ଟେଷ୍ଟ:  ଗଣେଶ ରାମ ସିଂ ଖୁଣ୍ଟିଆ

ଉଦ୍ଧାର ହୋଇଥିବା ଓରାଙ୍ଗୁଟାନମାନେ ଓଡ଼ିଶାର ଜଳବାୟୁ ସହିତ ଭଲ ଭାବରେ ଖାପଖୁଆଇ ନେଉଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ଆଜି ସୂଚନା ଦେଇଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।…