Tag: new School Management Committees

New School Management Committees: ଜୁଲାଇ ୧ ରୁ ସମସ୍ତ ସ୍କୁଲରେ ନୂତନ ସ୍କୁଲ ପରିଚାଳନା କମିଟି ଗଠନ କରିବେ ରାଜ୍ୟ ସରକାର

ଓଡ଼ିଶା ସରକାର ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକୁ ଜୁଲାଇ ୧ ତାରିଖରୁ ନୂତନ ସ୍କୁଲ ପରିଚାଳନା କମିଟି (SMC) ଗଠନ କରିବାକୁ ଯାଉଛନ୍ତି। ଜୁନ୍ ୩୦ ତାରିଖରେ ସ୍କୁଲ ପରିଚାଳନା କମିଟି (SMC) ଏବଂ ସ୍କୁଲ ପରିଚାଳନା…