Tag: Navy Chief

Navy Chief Visits Odisha: ଓଡ଼ିଶାରେ ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ

ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କ୍ରିଷ୍ଣା ସ୍ୱାମୀନାଥନ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଗସ୍ତ କ୍ରମରେ ସେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋକଭବନରେ ପହଞ୍ଚି ରାଜ୍ୟପାଳ ବ୍ରଜ ମୋହନ ରାମଙ୍କୁ ଭେଟିଛନ୍ତି। ଏହି ବୈଠକରେ ଦେଶର ସାମୁଦ୍ରିକ ସୀମା ସୁରକ୍ଷା…