ବ୍ୟବସାୟ ରାଜ୍ୟ Nuapada Bypoll; ନୂଆପଡାରେ ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିବେ ନବୀନ ପଟ୍ଟନାୟକ October 18, 2025 Nirvay ବିଜୁ ଜନତା ଦଳ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ଦୁଇ ଥର ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ନୂଆପଡା ଷ୍ଟାର କ୍ୟାମ୍ପେନର ତଥା ଜୁନାଗଡ଼ ବିଜେଡ଼ି ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଏହି…
ରାଜନୀତି ରାଜ୍ୟ ସବୁ ସେ ପଇଡ଼ର ଖେଳ: ସେବେ ୫୦୦; ଏବେ ୧୦୦୦ October 14, 2025 Nirvay ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପଇଡ଼ ପିଉଥିବା ଭିଡିଓଟି ବେଶ ଭାଇରାଲ ହେଉଛି । ସେ ପଇଡ଼ ପିଇବା ପରେ ଦୋକାନୀଙ୍କୁ ୧୦୦୦ ଟଙ୍କା ଦେଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଶ୍ରୀ…
ରାଜନୀତି ରାଜ୍ୟ ବାଜିଲାଣି ନୂଆପଡ଼ା ଉପନିର୍ବାଚନ ବିଗୁଲ; କେଉଁଠି ନବୀନ? October 9, 2025 Nirvay ଓଡ଼ିଶାରେ ଏବେ ବିଜେପି ନେତୃତ୍ବାଧୀନ ସରକାର ସମୟରେ ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି । ନୂଆପଡ଼ା ବିଧାନସଭା କ୍ଷେତ୍ରରେ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ପରେ ଆସନ ଖାଲି ପଡ଼ିଛି । ଏହା ମୋହନ ସରକାରଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ…
ରାଜନୀତି ରାଜ୍ୟ ୧୧ ବରିଷ୍ଠ ନେତାଙ୍କୁ ସାଂଗଠନିକ ଦାୟିତ୍ୱ ଦେଲା ବିଜେଡି October 8, 2025 Nirvay ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୧୧ ଜଣ ବରିଷ୍ଠ ନେତାଙ୍କୁ ସାଂଗଠନିକ ତାୟିତ୍ୱ ଦେଇଛି ବିଜୁ ଜନତା ଦଳ । ଉପସଭାପତି, ବରିଷ୍ଠସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ନିଯୁକ୍ତି ନେଇ ଘୋଷଣା କରିଛି ବିଜୁ ଜନତା…
ରାଜନୀତି ରାଜ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ October 7, 2025 Nirvay ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଯେ, ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକେ ନିଜକୁ ଅସୁରକ୍ଷିତ ଭାବିବା ଆରମ୍ଭ…
ରାଜ୍ୟ ଦଶହରା ଭସାଣି ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ନବୀନଙ୍କ ଦୃଢ଼ ନିନ୍ଦା October 4, 2025 Nirvay ଶୁକ୍ରବାର ଦିନ ବିଳମ୍ବିତ ରାତିରେ ମା’ ଦୁର୍ଗାଙ୍କ ଭସାଣି ଶୋଭାଯାତ୍ରା ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି । ଭାଇଚାରାର ସହର କଟକରେ ଏପରି ଅପ୍ରୀତିକର…
ରାଜ୍ୟ ପୁଲିସ ଏସ୍ଆଇ ପରୀକ୍ଷା ବାତିଲ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ September 30, 2025 Nirvay ପୁଲିସ ଏସ୍ଆଇ ପରୀକ୍ଷା ବାତିଲ ନେଇ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ଉଦାହାରଣ ଦେଇ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଗତ ଜୁଲାଇ ମାସ ଠାରୁ ଏବେ ପର୍ଯ୍ୟନ୍ତ ୪ଥର…
ରାଜନୀତି ରାଜ୍ୟ ବିଜେଡିର ନିମାପଡ଼ା ଦ୍ୱନ୍ଦ୍ୱ; କାହିଁକି ଚୁପ ନବୀନ? September 23, 2025 Nirvay ଦୁର୍ନୀତିର ସବୁ ସୀମା ଲଙ୍ଘିଥିବା ନେତାଙ୍କଠାରୁ ମୋହ ତୁଟାଇ ପାରୁନାହାନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ୨୦୨୪ ସାଧାରଣ ନିର୍ବାଚନର ନିମାପଡ଼ା ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ । ସେ ଏବେ ଜମି…
ରାଜ୍ୟ ବାଲିହରଚଣ୍ଡୀ ଛାତ୍ରୀ ଗଣଧର୍ଷଣ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ନବୀନଙ୍କ ଟାର୍ଗେଟ୍ September 16, 2025 Nirvay ପୁରୀ ଜିଲ୍ଲା, ବ୍ରହ୍ମଗିରିର ପ୍ରସିଦ୍ଧ ବାଲିହରଚଣ୍ଡୀ ପର୍ଯ୍ୟଟନସ୍ଥଳୀ ନିକଟରେ ହୋଇଥିବା ଛାତ୍ରୀ ଗଣଧର୍ଷଣ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିବାସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସାରା ଓଡ଼ିଶାରେ ମହିଳାମାନଙ୍କ ପ୍ରତି ହେଉଥିବା…
ରାଜ୍ୟ ରାଜ୍ୟରେ ସାର ଅଭାବକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ August 30, 2025 Nirvay ସାରା ରାଜ୍ୟରେ ସାର ଅଭାବ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖିଛନ୍ତି । କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁ ନ ଥିବାରୁ ଚାଷୀ କୂଳ ହନ୍ତସନ୍ତ ହେଉଛନ୍ତି…