Tag: Naveen Patanaik

Rajya Sabha Election: ରାଜ୍ୟସଭା ନିର୍ବାଚନ; ନବୀନଙ୍କ ମନ୍ତବ୍ୟକୁ ଅପରିପକ୍ବ କହି ସମାଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶା ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଏହାର ସମର୍ଥିତ ପ୍ରାର୍ଥୀମାନେ ଏକ ବଡ଼ ବିଜୟ ହାସଲ କରିଥିଲେ, କ୍ରସ୍-ଭୋଟିଂ ଏବଂ ଘୋଡ଼ା ବେପାର ଅଭିଯୋଗ ମଧ୍ୟରେ ଚାରୋଟି ଆସନରୁ ତିନୋଟି ଆସନ ପାଇଥିଲେ। କ୍ରସ୍-ଭୋଟିଂ ବିଧାୟକମାନଙ୍କୁ…

Rajya Sabha Election: ବିଜେଡି ବିଧାୟକଙ୍କୁ ନବୀନ ପଟ୍ଟନାୟକଙ୍କ ଚିଠି; ହ୍ବିପ୍‌ ମାନିବାକୁ ଦେଲେ କଡା ନିର୍ଦ୍ଦେଶ

ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ତିନି ଦିନ ବାକି ଅଛି । ଆଗାମୀ ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ରୋକିବା ପାଇଁ କୌଣସି ଉପାୟରେ ବିଧାୟକଙ୍କୁ ଏକାଠି କରିବାକୁ ସବୁ କଳବଳ ଲଗାଇ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଓଡ଼ିଶାରେ…

Arvind Targets Naveen: ଦୁର୍ନୀତି, ବିଶ୍ୱାସଘାତକତା ବାବଦରେ ଯେଉଁ ପ୍ରଶ୍ନ ପଚାରିଥିଲି ତା’ର ଉତ୍ତର ଦେଇପାରିଲେନି ନବୀନ: ଅରବିନ୍ଦ

ନିଲମ୍ବନକୁ ନେଇ ଆଜି ପୁଣି ଥରେ ବୟାନ ଦେଇଛନ୍ତି ବିଜେଡିରୁ ବିତାଡ଼ିତ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର। ଏବେ ବି ସସ୍ପେଣ୍ଡ ର କାରଣ ଖୋଜୁଛନ୍ତି ଅରବିନ୍ଦ । ସେ ଆଜି ପୁଣି ସେହି ସମାନ କଥା ଦୋହରାଇଛନ୍ତି। ଅରବିନ୍ଦ…

Budget 2026: ବଜେଟକୁ ନେଇ ନିରାଶ ହେଲେ ବିଜେଡି ସୁପ୍ରିମୋ ନବୀନ

ଆଜି ଲୋକସଭାରେ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବଜେଟକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିରାଶା ପ୍ରକାଶ କରିଛନ୍ତି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ଏକ୍ସ ମାଧ୍ୟମରେ…

BJD Leaders at Naveen Niwas: ପ୍ରମିଳାଙ୍କ ଘରେ ନେତାଙ୍କ ମେଳି ପରେ ବରିଷ୍ଠ ନେତାଙ୍କୁ ନବୀନ ନିବାସରୁ ଆସିଲା ଡାକରା

ବିଜେଡିରେ ବଡ଼ ହଲଚଲ । ବାରମ୍ଵାର ବସୁଛି ବିଜେଡି ନେତାଙ୍କ ମେଳି। ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକଙ୍କ ଘରେ ବସିଲା ବୈଠକ। ଆଜି ପୁଣିଥରେ ବରିଷ୍ଠ ବିଜେଡି ନେତା ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବର ବାସଭବନରେ ବସିଛି ଯାଜପୁର ନେତାଙ୍କ ବୈଠକ।…

BJD Will Stay For 100 Years: ଶହେ ବର୍ଷ ରହିବ ବିଜେଡି – ନବୀନ ପଟ୍ଟନାୟକ

ଆଜି ଶଙ୍ଖ ଭବନ ରେ ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇ ଯାଇଛି। ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀ ମାନଙ୍କୁ ଉଦବୋଧନ ଦେଇ…

Naveen Offers To Forgo Salary Hike: ନବୀନ ବର୍ଦ୍ଧିତ ଦରମା ନ ନେବା ପ୍ରସଙ୍ଗ: ଟାର୍ଗେଟ କଲେ ବିଜେପି ଓ କଂଗ୍ରେସ

ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଛି । ନବୀନ ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ବିଜେଡି ସୁପ୍ରିମୋକୁ ଟାର୍ଗେଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ସେ କହିଛନ୍ତି ବିଧାନସଭାରେ ନବୀନ…

Nuapada Bye Election: ନୂଆପଡ଼ାରେ ନବୀନଙ୍କ ରୋଡ ଶୋ’

ନୂଆପଡ଼ା ଉପନିର୍ବାଚନ ଲାଗି ନବୀନଙ୍କ ରୋଡ ଶୋ’ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖରିଆର ରୋଡରେ ବିରାଟ ରୋଡ ସୋରେ ସାମିଲ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି ନବୀନ। ନବୀନଙ୍କ ଏହି ରୋଡ ଶୋ’ରେ…

CycloneMontha: ବାତ୍ୟା ମୋନ୍ଥାକୁ ନେଇ ଭୟ ନ ହୋଇ ସଜାଗ ରହିବାକୁ ବାର୍ତ୍ତା ଦେଲେ ନବୀନ ପଟ୍ଟନାୟକ

ବାତ୍ୟା ମୋନ୍ଥାକୁ ନେଇ ରାଜ୍ୟବାସୀଙ୍କୁ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ବାତ୍ୟା ମୋନ୍ଥା ପାଇଁ ଭୟଭୀତ ନ ହୋଇ ସଜାଗ ରହିବା ସହ ଏକାଠି ଏହି ବାତ୍ୟାର ଦୃଢ଼ ମୁକାବିଲା…

Nuapada Byelection: ନୂଆପଡା ଉପନିର୍ବାଚନ; ୩ ଆଶାୟୀଙ୍କୁ ନବୀନ ନିବାସକୁ ଡାକରା

ନୂଆପଡା ଉପନିର୍ବାଚନ ପାଇଁ ନବୀନ ନିବାସରେ ବିଜେଡିର ପ୍ରାର୍ଥୀ କସରତ ଚାଲିଛି। ବିଜେଡି ପ୍ରାର୍ଥୀଙ୍କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ୩ ଆଶାୟୀଙ୍କୁ ନବୀନ ନିବାସ ଡକରା ହୋଇଛି । ସିଧାସଳଖ ନବୀନଙ୍କୁ ଭେଟି ଆଲୋଚନା କରିବେ ୩ ଆଶାୟୀ…