ରାଜ୍ୟ ଦକ୍ଷିଣ ଓଡ଼ିଶାକୁ ଗୁରୁତ୍ୱ; ରାୟଗଡ଼ା ରେଳମଣ୍ଡଳର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ January 6, 2025 Nirvay ସଂଯୋଗୀକରଣ ବୃଦ୍ଧି ତଥା ସାମାଜିକ ଓ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକାଧିକ ପ୍ରମୁଖ ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିବାବେଳେ କେତେକର ଶିଳାନ୍ୟାସ…
ରାଜ୍ୟ ଜାନୁଆରୀ ୨୮ରେ “ଉତ୍କର୍ଷ ଓଡ଼ିଶା କନକ୍ଲେଭ୍”ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି January 4, 2025 Nirvay ଜାନୁଆରୀରେ ୨ ଥର ଓଡ଼ିଶା ଆସିବେ ମୋଦି । ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ଆସି ଉପସ୍ଥିତ ଶିଳ୍ପପତି…
ଦେଶ ରାଜ୍ୟ ଜାନୁଆରୀ ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି January 4, 2025 Nirvay ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୮ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚି ରାଜଭବନ ଯାଇ ରାତ୍ରିଯାପନ କରିବେ । ୯ ତାରିଖ ଜନତା ମଇଦାନରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ…
ଦେଶ ରାଜନୀତି ଆପ କୁ ଆପଦା କହିଲେ ପ୍ରଧାନମନ୍ତ୍ରୀ ମୋଦି January 3, 2025 Papirani ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଦିଲ୍ଲୀର ଅଶୋକ ବିହାରର ରାମଲୀଳା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସେଠାରେ ଆମ୍ ଆଦମୀ ପାର୍ଟିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ…
ଦେଶ ମଧ୍ଯମବର୍ଗ ନୁହନ୍ତି ଖେଳଣା January 2, 2025 Papirani ୨୦୨୫କୁ ନେଇ କିଏ କେତେ ପ୍ରକାର କରି ସାରିଲେଣି ଭବିଷ୍ୟବାଣୀ। ଅନେକ ଜ୍ୟୋତିଷ ଭବିଷ୍ୟବାଣୀ କରୁଛନ୍ତି ଯେ ୨୦୨୫ ସମସ୍ତଙ୍କ ପାଇଁ ଆଶଙ୍କାର ବର୍ଷ ହେବ । ନାଷ୍ଟ୍ରେଦମସ ୨୦୨୫ ପାଇଁ କିଛି ସାଂଘାତିକ ଭବିଷ୍ୟବାଣୀ ଅନେକ ପୂର୍ବରୁ କରିସାରିଛନ୍ତି ।…
ରାଜ୍ୟ ଚୂଡାନ୍ତ ପର୍ଯ୍ୟାୟରେ ‘ପ୍ରବାସୀ ଭାରତୀୟ ଦିବସ’ ପ୍ରସ୍ତୁତି; ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ସମୀକ୍ଷା December 31, 2024 Nirvay ଭୁବନେଶ୍ୱରସ୍ଥିତ ଜନତା ମଇଦାନଠାରେ ଆସନ୍ତା ଜାନୁଆରୀ ମାସ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ…
ରାଜନୀତି ରାଜ୍ୟ ଆଉ ଦୁଇଦିନ ପରେ ନୂଆବର୍ଷ; ବୟାନଖୋର ମନ୍ତ୍ରୀଙ୍କୁ ନେଇ ଚିନ୍ତାରେ ପିଏମ୍ଓ December 30, 2024 Papirani ରାଜ୍ୟର ପ୍ରଥମ ଭାରତୀୟ ଜନତା ପାର୍ଟି ସରକାରରେ କିଛି ମନ୍ତ୍ରୀ ଲଗାତାର ବିବାଦୀୟ ବୟାନ ଦେଇଆସୁଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମୋହନଚରଣ ମାଝୀ ଅଧିକ ବିବ୍ରତ । କିନ୍ତୁ ତା’ଠୁ ଅଧିକ ଚିନ୍ତିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଅନେକ ମନ୍ତ୍ରୀ…
ରାଜନୀତି ମୋଦୀଙ୍କ ଚର୍ଚ୍ଚା ପରେ କି ଟ୍ରେନିଂ ଦେବେ ଶାହ December 24, 2024 Papirani ନଭେମ୍ବର ୨୯ରେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେତେବେଳେ ତାଙ୍କର ଦୁଇଟି କାର୍ଯ୍ୟକ୍ରମ ଥିଲା । ଗୋଟିଏ ସରକାରୀ ଏବଂ ଅନ୍ୟଟି ରାଜନୈତିକ । ସରକାରୀ କାର୍ଯ୍ୟକ୍ରମଟି ଥିଲା ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ । ୨୯…
ତାଜା ଖବର ଦେଶ ରାଜନୀତି ରାଜ୍ୟ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ December 23, 2024 Papirani ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ସାକ୍ଷାତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଆଗାମୀ ‘ପ୍ରବାସୀ ଭାରତୀୟ ଦିବସ’ ଏବଂ ‘ଉତ୍କର୍ଷ ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ…
ତାଜା ଖବର ରାଜ୍ୟ ରୋଜଗାର ମେଳା ମାଧ୍ୟମରେ ଓଡ଼ିଶାର ୪୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ December 23, 2024 Nirvay ଆଜି ଓଡିଶା ସମେତ ସମଗ୍ର ଦେଶର ୪୫ ଟି ସ୍ଥାନରେ ରୋଜଗାର ମେଳାର ୧୪ତମ ସଂସ୍କରଣରେ ଆଭାସୀ ଜରିଆରେ ୭୧,୦୦୦ ନବନିଯୁକ୍ତ ଯୁବକଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ସ୍ଥିତ ଆଇଆଇଏମଟି ଠାରେ…