ତାଜା ଖବର ରାଜ୍ୟ Sujeet Kumar vs Jail DG: ଜେଲ ଡିଜିଙ୍କ ବିରୁଦ୍ଧରେ FIR ଦାବି କଲେ ସୁଜିତ କୁମାର; ପ୍ରତ୍ୟାହାର ପାଇଁ ସିଏମଓ ରୁ ଚାପ! June 26, 2026 Papirani ରାଜ୍ୟସଭା ସାଂସଦ ସୁଜିତ କୁମାର ଓଡ଼ିଶା ଜେଲ୍ ଏବଂ ସଂଶୋଧନ ସେବା ମହାନିର୍ଦ୍ଦେଶକ ସୁଶାନ୍ତ କୁମାର ନାଥ ଏବଂ ଚୌଦ୍ୱାର ସର୍କଲ୍ ଜେଲ୍ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ବିରୁଦ୍ଧରେ ଏକ ନୂତନ ଏଫଆଇଆର ପଞ୍ଜିକରଣ କରିବାକୁ ଦାବି କରିଛନ୍ତି।…