ଖେଳ ତାଜା ଖବର Mohammed Shami Retires From Test Cricket: ଟେଷ୍ଟ କ୍ରିକେଟରୁ ଅବସର ନେଲେ ଦ୍ରୁତ ବୋଲର ମହମ୍ମଦ ଶାମି November 7, 2026 Papirani ଭାରତୀୟ କ୍ରିକେଟ୍ ଜଗତକୁ ଏକ ବଡ଼ ଝଟକା ଲାଗିଛି। ଦ୍ରୁତ ବୋଲର ମହମ୍ମଦ ଶାମି ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିଜର ୧୩ ବର୍ଷର ଦୀର୍ଘ ଏବଂ ଗୌରବମୟ କ୍ରିକେଟ୍ କ୍ୟାରିୟରରେ ସେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସୋସିଆଲ…