Tag: Modi govt

OPCC Slams Modi Govt: ଯେଉଁ ଅଟୋମୋବାଇଲ କ୍ଷେତ୍ରରେ ସୁନାମ ଥିଲା, ତାହାକୁ ମଧ୍ୟ ମୋଦୀ ସରକାର ନଷ୍ଟ କରିଦେଲା: କଂଗ୍ରେସ

ଭାରତ ସରକାରଙ୍କ ଇ-୨୦ ପେଟ୍ରୋଲ ନୀତି ତଥା ପ୍ରସ୍ତାବିତ ଖୋର୍ଦ୍ଧା ବସଷ୍ଟାଣ୍ଡକୁ ନେଇ ଓପିସିସି ଗଣମାଧ୍ୟମ ବିଭାଗ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ଗଣମାଧ୍ୟମ ବିଭାଗ ଅଧ୍ଯକ୍ଷ ଅରବିନ୍ଦ ଦାସ ନିଜ ପ୍ରତିକ୍ରିୟା…