Tag: Missing Teacher

Missing Teacher Rescued After 14 Days: ବାତ୍ୟାରେ ନିଖୋଜ ଶିକ୍ଷକ ୧୪ ଦିନ ପରେ ଉଦ୍ଧାର

କନ୍ଧମାଳ ଜିଲ୍ଲାରେ ଭୂସ୍ଖଳନ ସମୟରେ ନିଖୋଜ ହୋଇଥିବା ଜଣେ ଶିକ୍ଷକଙ୍କୁ ୧୪ ଦିନ ପରେ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପାହାଡ଼ ନିକଟରେ ଥିବା ଏକ ଗାତରେ ଫସି ରହିଥିବା ମୋହନ ମହାରଣାଙ୍କୁ ଶନିବାର ଉଦ୍ଧାର କରାଯାଇଛି । ସେ…