Tag: Mines and Minerals Amendment Bill

Mines and Minerals Amendment Bill: ରାଜ୍ୟସଭାରେ ବିଜେଡିର ବିରୋଧ ସତ୍ତ୍ୱେ ଗୃହରେ ପାରିତ ହେଲା ଖଣି ସଂଶୋଧନ ବିଲ୍‌

ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ‘ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୬’ କୁ ବିଜେଡି ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏହି ବିଲ୍‌କୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ…