ତାଜା ଖବର ରାଜନୀତି ରାଜ୍ୟ Congress Leadership Reshuffle: ଲାଲଜୀ ଦେଶାଇ ହେଲେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ June 26, 2026 Papirani ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ । ବରିଷ୍ଠ କଂଗ୍ରେସ ନେତା ଲାଲଜୀ ଦେଶାଇ ଓଡ଼ିଶାର ହେଲେ ନବ ନିଯୁକ୍ତ ପ୍ରଭାରୀ । ବରିଷ୍ଠ କଂଗ୍ରେସ ନେତା ଲାଲଜୀ ଦେଶାଇଙ୍କୁ ଅଜୟ ଲାଲୁଙ୍କ ସ୍ଥାନରେ ଓଡ଼ିଶାର AICC ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଛି।