ରାଜନୀତି ମୟୂରଭଞ୍ଜର ନୂତନ କ୍ଷମତାକେନ୍ଦ୍ର ମନ୍ତ୍ରୀ ଡ. କୃଷ୍ଣ ମହାପାତ୍ର December 31, 2024 Papi Jena ୨୦୨୪ ମସିହା ଲୋକସଭା ଓ ବିଧାନସଭା ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜଦ ନିଜର ସତ୍ତା ହରାଇଛି । ରାଜ୍ୟ ବିଜଦ ସରକାର ସମୟରେ ପ୍ରାକ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡି ମୟୂରଭଞ୍ଜର କ୍ଷମତା କେନ୍ଦ୍ର ହୋଇ ରହିଥିଲେ। ସୁଦାମ ମାରାଣ୍ଡି ଲୋକସଭା ଆସନରେ…