Tag: KMC

Cuttack Food Safety Raid: ନିମ୍ନମାନର ଖାଦ୍ୟ ପାଇଁ ସିଡିଏ-୬ର ୨ଟି ହୋଟେଲ୍ ସିଲ୍

କଟକ ସିଡିଏ ସେକ୍ଟର-୯ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ଓ ଜନସ୍ୱାସ୍ଥ୍ୟକୁ ନେଇ କଟକ ମହାନଗର ନିଗମ (KMC) ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭିନ୍ନ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟରେ ଚଢ଼ାଉ କରାଯାଇ ଅସ୍ୱାସ୍ଥ୍ୟକର ପରିବେଶ ଏବଂ…