ତାଜା ଖବର ଦେଶ Kedarnath doors shut for 6 months: ଆଜିଠାରୁ ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ November 11, 2026 Papirani ଆଜିଠାରୁ ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ । ଶୀତଦିନର ଆଗମନ ଓ ପ୍ରବଳ ତୁଷାରପାତକୁ ଦୃଷ୍ଟିରେ ରଖି ଆଜିଠାରୁ ପ୍ରସିଦ୍ଧ କେଦାରନାଥ ଧାମର କପାଟ ଆନୁଷ୍ଠାନିକ ଭାବେ ବନ୍ଦ ହୋଇଛି । ଆଜି ସକାଳେ ବିଧିବିଧାନ ଅନୁଯାୟୀ ବିଶେଷ…