ତାଜା ଖବର ରାଜ୍ୟ Odisha Govt Regularises Junior Teachers: ନିୟମିତ ହେବେ କନିଷ୍ଠ ଶିକ୍ଷକ: ୨୦୨୬ ଜାନୁଆରୀ ୧ ରୁ ମିଳିବ ‘ଲେଭଲ-V(A)’ ପଦବୀ ଓ ନିୟମିତ ଦରମା October 1, 2026 Papirani ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ସ୍ୱତନ୍ତ୍ର ବିଜ୍ଞପ୍ତି ଅନୁଯାୟୀ ୨୦୨୩-୨୪ ବର୍ଷରେ…