Tag: Janibili Anicut

War-Footing Push for Brahmapur Water Supply: ବ୍ରହ୍ମପୁରବାସୀଙ୍କ ଜଳ ସଙ୍କଟ ଦୂର ପାଇଁ ବଡ଼ ପଦକ୍ଷେପ: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଜାନିଭିଲି ଆନିକଟ୍‌ର ପୁନରୁଦ୍ଧାର

ବ୍ରହ୍ମପୁର ଜଳ ଯୋଗାଣ ସ୍ୱାଭାବିକ କରିବାକୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ବନ୍ୟା ଯୋଗୁଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବ୍ରହ୍ମପୁରର ପ୍ରମୁଖ ଜଳ ଉତ୍ସ ‘ଜାନିଭିଲି ଆନିକଟ୍‌’ର ପୁନରୁଦ୍ଧାର କାର୍ଯ୍ୟକୁ ମିଶନ ମୋଡ୍‌ରେ ହାତକୁ ନେଇଛନ୍ତି ରାଜ୍ୟ ସରକାର। ରେଶମ ସହର…