Tag: India

ହଂକଂ ଏବଂ ସିଙ୍ଗାପୁର ପରେ ଭାରତରେ କରୋନା ଭୟ; ଦେଶରେ ଅଛନ୍ତି ୨୫୭ କୋଭିଡ୍ ଆକ୍ରାନ୍ତ

ପୁଣି ଧିରେ ଧିରେ କାୟା ବିସ୍ତାର କରୁଛି କରୋନା ମହାମାରୀ । ସିଙ୍ଗାପୁର, ହଂକଂ । ସିଙ୍ଗାପୁର, ହଂକଂରେ ପୁଣିଥରେ କୋଭିଡ୍ ମାମଲା ବୃଦ୍ଧି ପାଉଥିବାରୁ ଏନେଇ ଭାରତରେ ବଢୁଛି ଭୟ । ହଂକଂ ଏବଂ ସିଙ୍ଗାପୁରରେ ପ୍ରାୟ ୧୪,୦୦୦ କୋଭିଡ…

ତୁର୍କୀର ସୋସିଆଲ ମିଡିଆକୁ ବ୍ୟାନ କଲା ଭାରତ

ତୁର୍କୀର ସୋସିଆଲ ମିଡିଆକୁ ବ୍ୟାନ କଲା ଭାରତ । ଭାରତରେ ତୁର୍କୀର ସରକାରୀ ସୋସିଆଲ ମିଡିଆ ଟିଆରଟି ବ୍ୟାନ୍‌ ।ପାକିସ୍ତାନକୁ ସହଯୋଗ କରିବା ପ୍ରମାଣ ମିଳିବା ପରେ ବ୍ୟାନ ।ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ତୁର୍କୀ ସହଯୋଗ କରିଥିଲା । ସୂଚନା…

ଆଜି ଭାରତ ପାକ ମଧ୍ୟରେ ଫାଇନାଲ ଆଲୋଚନା

ଅସ୍ତ୍ରବିରତି ପରେ ଆଜି ଭାରତ-ପାକ୍‌ ଫାଇନାଲ ଆଲୋଚନା ।ଦିନ ୧୨ଟାରେ ଉଭୟ ଦେଶର ଡିଜିଏମଓ ସ୍ତରୀୟ ହେବ ଆଲୋଚନା। ମେ’ ୧୦ର ବୈଠକରେ ଉଭୟ ଦେଶ ଅସ୍ତ୍ରବିରତିକୁ ସହମତି ଦେଇଥିଲେ । ଅସ୍ତ୍ରବିରତି ପରଠାରୁ ସୀମାରେ ରହିଛି ଶାନ୍ତି ପରିବେଶ ।…

ଯୁଦ୍ଧବିରତି ପାଇଁ ଦୁଇ ଦେଶକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମାକୁ ନେଇ ଟ୍ରୁଥ୍‌ ସୋସିଆଲ ଆକାଉଣ୍ଟରେ ପ୍ରତିକ୍ରିୟା ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଯୁଦ୍ଧବିରତି ପାଇଁ ଦୁଇ ଦେଶକୁ ପ୍ରଶଂସା କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ମୁଁ ଖୁସି ଯେ ଉଭୟ…

ଅସ୍ତ୍ରବିରତି ପାଇଁ ରାଜି ହେଲେ ଭାରତ ଓ ପାକିସ୍ତାନ

ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି ବୋଲି ବୈଦେଶିକ ବ୍ୟାପର ସଚିବ ବିକ୍ରମ ମିଶ୍ରୀ ସୂଚନା ଦେଇଛନ୍ତି । ଆଜି ସନ୍ଧ୍ୟା ୫ଟାରୁ ଅସ୍ତ୍ରବିରତି ପାଇଁ ଭାରତ ସହମତି ପ୍ରକାଶ କରିଛି ।…

ସକାଳୁ ପାକିସ୍ତାନର ମିଶାଇଲ ଆକ୍ରମଣ; ୨ଟି ପାକିସ୍ତାନୀ ଜେଟ ଖସାଇଲା ଭାରତ

ପାକ୍‌ ପକ୍ଷରୁ ହେଉଥିବା ଆକ୍ରମଣକୁ ଉଚିତ୍‌ ଜବାବ ଦେଉଛି ଭାରତୀୟ ସଶସ୍ତ୍ର ବଳ । ଶୁକ୍ରବାର ମଧ୍ୟରାତ୍ରିରେ ଭାରତର ପାକିସ୍ତାନ ଏୟାରବେସ୍ ଉପରେ ଆକ୍ରମଣ ପରେ ଆଜି ସକାଳୁ ସକାଳୁ ପାକିସ୍ତାନ ଭାରତ ଉପରେ ମିସାଇଲ୍ ମାଡ଼ କରିଥିଲା, ଯାହାକୁ ଭାରତୀୟ…

ମଧ୍ୟରାତ୍ରିରେ ପାକିସ୍ତାନର ୩ଟି ଏୟାରବେସ୍ ଧ୍ୱଂସ କଲା ଭାରତ

ଅପରେସନ୍‌ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ସୀମାରେ ଚାଲିଛି ଘମାଘଟ୍‌ ଲଢ଼େଇ । ପାକ୍‌ ସେନାକୁ କଡା ଜବାବ ଦେଉଛି ଭାରତୀୟ ସେନା । ମଧ୍ୟରାତ୍ରିରେ ପାକିସ୍ତାନରେ ବଡ଼ ଧରଣର ଆକ୍ରମଣ କରି ୩ଟି ଏୟାରବେସ୍ ଧ୍ୱଂସ କରିଛି ଭାରତ…

ଭାରତର ୧୫ଟି ସହରରେ ପାକିସ୍ତାନ କରିଥିବା ମିଜାଇଲ୍ ଆକ୍ରମଣ ଉଦ୍ୟମ ଭଣ୍ଡୁର

ଅପରେସନ ସିନ୍ଦୂର ପରେ ଭାରତ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ପାକିସ୍ତାନ ଉପରେ ଭାରତର ଆକ୍ରମଣ ଅପରେସନ ସିନ୍ଦୂର ପରେ ଉତ୍ତର ଭାରତର ୧୫ଟି ସହରକୁ ପାକିସ୍ତାନ ମିସାଇଲ୍ ଆକ୍ରମଣ କରିଛି । ତେବେ ଏହାର ଭାରତୀୟ ପ୍ରତିରକ୍ଷା ବିଭାଗ…

ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷର କଲେ ଭାରତ-ବ୍ରିଟେନ

ଭାରତ ଏବଂ ବ୍ରିଟେନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ଉଭୟ ଦେଶର ଅର୍ଥନୀତିରେ ବାଣିଜ୍ୟ, ନିବେଶ, ଅଭିବୃଦ୍ଧି ଏବଂ ରୋଜଗାରକୁ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ…

ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା

ଜମ୍ମୁ ଓ କଶ୍ମୀରର ପହଲଗାମ୍‌ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲା ପରେ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ । ଆକାଶପଥ ଓ ସ୍ଥଳପଥ ପରେ ଜଳପଥରେ ପାକିସ୍ତାନ ପାଇଁ ଭାରତ ଲଗାଇଲା କଟକଣା । ଭାରତୀୟ ବନ୍ଦରକୁ ପାକିସ୍ତାନୀ ଜାହାଜ ଆସିବା…