Tag: india international trade fair

‍‍India International Trade Fair: ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ପ୍ରଥମ ସ୍ଥାନ ଅଧିକାର କଲା ଓଡ଼ିଶା

ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (India Trade Promotion…

Odisha State Day: ନୂଆଦିଲ୍ଲୀରେ ‘ଓଡ଼ିଶା ରାଜ୍ୟ ଦିବସ’ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ନୂଆଦିଲ୍ଲୀରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା -୨୦୨୫ ଅବସରରେ ପାଳନ ହେଉଥିବା ‘ଓଡ଼ିଶା ରାଜ୍ୟ ଦିବସ’ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶା ମଣ୍ଡପ ପରିଦର୍ଶନ କରିବା ସହ ଭାରତ ମଣ୍ଡପମ୍‌ର…

ନୂଆଦିଲ୍ଲୀ ରେ ଅନୁଷ୍ଠିତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡିଶା କୁ ରୌପ୍ୟ ପଦକ

ନୂଆଦିଲ୍ଲୀରେ ଆୟୋଜିତ ୪୩ତମ ଭାରତ ଆନ୍ତର୍ଜାତୀୟ ବାଣିଜ୍ଯ ମେଳା (ଆଇଆଇଟିଏଫ୍) ରେ ଓଡ଼ିଶା ପାଭିଲିଅନ୍ ରୌପ୍ଯ ପଦକ ଜିତିବା ପ୍ରତ୍ଯକ ଓଡ଼ିଆଙ୍କ ପାଇଁ ଅତ୍ଯନ୍ତ ଆନନ୍ଦ ଏବଂ ଗର୍ବର ବିଷୟ । ଓଡ଼ିଶା ନୂଆଦିଲ୍ଲୀର ପ୍ରିନ୍ସିପାଲ୍ ରେସିଡେଣ୍ଟ୍ କମିଶନର ବିଶାଲ ଗଗନ…

ନୂଆଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ ଆୟୋଜିତ ‘ଓଡିଶା ପର୍ବ ୨୦୨୪’ ର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ

ଶୁକ୍ରବାର ନୂଆଦିଲ୍ଲୀ ରେ ଓଡିଶା ସମାଜ ପକ୍ଷରୁ ଓଡିଶା ପର୍ବ ୨୦୨୪ ପାଳିତ ହୋଇଛି | ଏହି ସମାରୋହ ରେ ମୁଖ୍ୟମନ୍ତ୍ରୀ ମାଝୀ ଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନ ଯୋଗୋ ଦେଇଥିଲେ |ଓଡିଶା ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ଓଡ଼ିଶା ରାଜ୍ୟ ଦିବସ ସମାରୋହ ପାଳିତ

ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା (ଆଇ. ଆଇ. ଟି. ଏଫ୍.) ର ୪୩ତମ ସଂସ୍କରଣ ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଏହି…

୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଝଲସୁଛି ‘ଓଡିଶା ମଣ୍ଡପ’

ଗତ ୧୪ ତାରିଖ ଦିନ ଉଦ୍‌ଘାଟିତ ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ହେଉଛି ତୃତୀୟ ଦିବସ। ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟ ବସ୍ତୁକୁ ଆଧାର କରି ଓଡିଶା ମଣ୍ଡପରେ ନିର୍ମାଣ କରାଯାଇଥିବା ସୁସଜ୍ଜିତ ବୋଇତ…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅନ୍ୟତମ ଆକର୍ଷଣ ‘ଓଡ଼ିଶା ମଣ୍ଡପ’

ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଚାଲିଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ଝଟକୁଛି ‘ଓଡ଼ିଶା ମଣ୍ଡପ’। ଦେଶ ବିଦେଶରୁ ପ୍ରତିଦିନ ଏହି ମେଳାକୁ ଆସୁଥିବା ଦର୍ଶକମାନେ ଓଡ଼ିଶା ମଣ୍ଡପ ବୁଲିବାକୁ ଆସୁଛନ୍ତି। ଓଡ଼ିଶାର ବିଭିନ୍ନ ଆକର୍ଷଣୀୟ ଉତ୍ପାଦ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଚଳିତବର୍ଷ…