Tag: Illegal Turtle Smuggling

Illegal Turtle Smuggling Thwarted in Odisha: ପିପିଲି ଟୋଲ୍‌ଗେଟ୍ ନିକଟରୁ କାର୍‌ରୁ ୨୩୦ କଇଁଚ ଜବତ: ୨ ଗିରଫ

ପୁରୀରୁ କୋଲକାତାକୁ ବେଆଇନ ଭାବେ କଇଁଚ ଚାଲାଣ କରାଯାଉଥିବା ବେଳେ ପିପିଲି ପୋଲିସ ଏକ ବଡ଼ଧରଣର ଚଢ଼ଉ କରିଛି। ପିପିଲି ଟୋଲ୍‌ଗେଟ୍ ନିକଟରୁ ଏକ କାର୍‌ରୁ ୨୩୦ଟି ଜୀବନ୍ତ କଇଁଚ ଜବତ କରାଯାଇଛି। କାର୍‌ରେ ପୁରୀରୁ କୋଲକାତା ଚାଲାଣ କରାଯାଉଥିବା ଜଣାପଡ଼ିଛି…