ଦେଶ ରାଜ୍ୟ ହ୍ୟୁଷ୍ଟନ ରେ ଇସ୍କନ ର ଅଦିନିଆ ରଥଯାତ୍ରା : ତିଥି ବ୍ୟତିରକେ ଗଡ଼ିଲା ରଥ November 10, 2024 Nirvay ପୁରୀ ଗଜପତି ମହାରାଜ ଦିବ୍ଯସିଂହ ଦେବ, ଶ୍ରୀମନ୍ଦିର ସେବକ ଏବଂ ଜଗନ୍ନାଥ ଭକ୍ତମାନଙ୍କ ଦ୍ୱାରା ଉତ୍ଥାପିତ ଚିନ୍ତା ପରେ ମଧ୍ୟ ଇସ୍କନ୍ ଶନିବାର ଦିନ ଆମେରିକାର ହ୍ୟୁଷ୍ଟନରେ ଭଗବାନ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀଙ୍କ ପରିବର୍ତ୍ତେ ଶ୍ରୀକୃଷ୍ଣ ବଳରାମ, ଶ୍ରୀ ଚୈତନ୍ଯ…