ଖେଳ ତାଜା ଖବର ରାଜ୍ୟ Orissa HC Stays Hockey India Elections: ହକି ଇଣ୍ଡିଆ ନିର୍ବାଚନ ସ୍ଥଗିତ ରଖିଲେ ଓଡ଼ିଶା ହାଇକୋର୍ଟ November 18, 2026 Nirvay ହକି ଇଣ୍ଡିଆର ନିର୍ବାଚନକୁ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ହକି ଇଣ୍ଡିଆର ନିର୍ବାଚନ ଉପରେ ପୂର୍ବରୁ ଜାରି କରିଥିବା ଅନ୍ତରୀଣ ରହିତାଦେଶକୁ ପ୍ରତ୍ୟାହାର କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି…