Tag: Hi-tech hospital

ହାଇଟେକ୍ ବିସ୍ଫୋରଣ ଘଟଣାର ତଦନ୍ତ କରିବ ଶ୍ରମ ଆୟୋଗ

ଭୁବନେଶ୍ୱର ହାଇ-ଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏସି କମ୍ପ୍ରେସର ବିସ୍ଫୋରଣରେ ଘଟିଥିବା ଦୁଖଦ ଘଟଣାର ଆଜି ଶ୍ରମ ଆୟୋଗ ତଦନ୍ତ ଆରମ୍ଭ କରିଛି ଯେଉଁଥିରେ ଗୁରୁତର ଭାବେ ପୋଡି ଯାଇଥିବା ଚାରିଜଣଙ୍କ ମଧ୍ୟରୁ ତିନିଜଣଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି।…

ହାଇଟେକ୍‌ ହସ୍‌ପିଟାଲ୍ ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେପି

ଭୁବନେଶ୍ଵର: ହାଇଟେକ୍ ହସ୍ପିଟାଲ ଦୁର୍ଘଟଣା ପ୍ରସଙ୍ଗରେ ଘେରିଲା ବିଜେପି । ଉଭୟ ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ୨୦ ପ୍ରତିଶତରୁ ଅଧିକ ପୋଡି ହୋଇଯାଇଥିଲେ ହସ୍ପିଟାଲରେ ଚିକିତ୍ସା ସୁବିଧା ନାହିଁ ବୋଲି ବିଜେପି ମୁଖପାତ୍ର ଅନୀଲ…

ହାଇଟେକ୍ ବିସ୍ଫୋରଣ ଘଟଣା; ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନରେ ଅଣ୍ଡା ମାଡ଼

ଭୁବନେଶ୍ୱର: ଆଜି ଅପରାହ୍ନରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବାସଭବନରେ ଅଣ୍ଡା ମାଡ଼ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ଘରୋଇ ମେଡିକାଲ ବ୍ଲାଷ୍ଟ ଘଟଣାରେ ଏହି ବିରୋଧ ହୋଇଛି। ସୂଚନା ଅନୁଯାୟୀ ଅଣ୍ଡା ମାଡ଼ ସହ ବାସଭବନ ଘେରାଉ କରିଛି ଛାତ୍ର କଂଗ୍ରେସ।ଛାତ୍ର…

ହାଇଟେକ ହସ୍ପିଟାଲ ଝଡ଼: ଦିଲୀପ ସାମନ୍ତରାୟ ମୃତ; ମୃତ୍ୟୁ ସଂଖ୍ୟା ୩

ଭୁବନେଶ୍ୱର -ହାଇଟେକ୍‌ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ- ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ତୃତୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।…

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ମାମଲା; ସାମ୍ନାକୁ ଆସିଲା ବଡ଼ ଟ୍ୱିଷ୍ଟ୍

ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାକୁ ନେଇ ବଡ଼ ଟ୍ୱିଷ୍ଟ । ଦୁର୍ଘଟଣାରେ ମୃତକଙ୍କ ପରିଚୟକୁ ନେଇ ଉପୁଜିଛି ବିବାଦ । ମୃତ ଘୋଷିତ ହୋଇଥିବା ଦିଲ୍ଲୀପ ସାମନ୍ତରାୟ ଜୀବିତ କି ମୃତ ତାକୁ ନେଇ ନ୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଗତ…

ହାଇଟେକ୍ ହସ୍ପିଟାଲ ବିସ୍ଫୋରଣ ଘଟଣା: ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ହୋଇଥିବା ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତମାନ ମୃତକଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ସୂଚନା ଅନୁଯାୟୀ ମୃତକଙ୍କ ଏବେ ପର୍ଯ୍ୟନ୍ତ ପରିଚୟ ମିଳିପାରିନାହିଁ। ଏବେ ବି ଆଉ ୨ ଜଣ…

ହାଇଟେକ୍‌ ହସ୍‌ପିଟାଲ୍ ଘଟଣା; ବିସ୍ଫୋରଣରେ ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ସ୍ୱାମୀ ପଛେ ଚାଲିଗଲେ ସ୍ତ୍ରୀ । ସ୍ବାମୀଙ୍କ ମୃତ୍ୟୁ ପରେ ଦୁନିଆ ଛାଡି ଯିବାର ନିଷ୍ପତ୍ତି ନେଲେ ସ୍ତ୍ରୀ । ନିକଟରେ ଭୁବନେଶ୍ୱର ପାଣ୍ଡରାସ୍ଥିତ ହାଇଟେକ୍ ହସ୍‌ପିଟାଲରେ ବିସ୍ଫୋରଣ ଘଟଣା ପ୍ରାଣ ହରାଇଥିଲେ ଦିଲ୍ଲୀପ ସାମନ୍ତରାୟ, ଏବେ ତାଙ୍କ ପତ୍ନୀ…