Tag: Heatwave

ରାଜ୍ୟରେ କଲବଲ କରୁଛି ତାତି ; ପ୍ରଥମ ଥର ପାଇଁ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା

ଗ୍ରୀଷ୍ମ ଆରମ୍ଭରୁ ଅସହ୍ୟ ହେଲାଣି ତାତି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା। ଏବର୍ଷ ଖରା ଓ ଗୁଳୁଗୁଳି ଅଧିକ ଦିନ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେଥିପାଇଁ ମାର୍ଚ୍ଚରୁ ମେ…

ମାର୍ଚ୍ଚ ମାସ ଆରମ୍ଭରୁ କଲବଲ କଲାଣି ତାତି; ୩୮ ଡିଗ୍ରୀ ପାର୍ ତାପମାତ୍ରା 

ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ସୃଷ୍ଟି ହେଲାଣି ଅସମ୍ଭାଳ ସ୍ଥିତି। ପ୍ରବଳ ଗୁଳୁଗୁଳି ସହ ଗରମ ଅନୁଭୂତରେ ହନ୍ତସନ୍ତ ହୋଇପଡ଼ିଲେଣି ଜନଜୀବନ। ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ଉପର ମୁହାଁ ହୋଇଛି ପାରଦ । ଗତକାଲି ରାଜ୍ୟର ୧୧ ସହରର ତାପମାତ୍ରା ୩୭ ଡିଗ୍ରୀ…

ଓଡ଼ିଶାରେ ମାର୍ଚ୍ଚରେ ରେକର୍ଡ଼ ଭାଙ୍ଗିବ ତାତି

ରାଜ୍ୟକୁ କଲବଲ କରିବ ତାତି । ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ମାର୍ଚ୍ଚ ମାସରେ ଅସ୍ବାଭାବିକ ଗରମ ହେବ ହେବା ସହ ପୂର୍ବ ରେକର୍ଡ ଭାଙ୍ଗିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ୪୦ ବର୍ଷର…

ରାଜ୍ୟରେ ୩୭୬ ଜଣ ଅଂଶୁଘାତରେ ଆକ୍ରାନ୍ତ,୨ ମୃତ

ରାଜ୍ୟରେ ତାତି ବଢିବା ସହ ଅଂଶୁଘାତ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୭୬ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବାର ଜଣା ପଡ଼ିଛି। ସୁନ୍ଦରଗଡ଼ରେ ସର୍ବାଧିକ ୬୦,ମୟୂରଭଞ୍ଜରେ ୫୦ ଜଣ,ଖୋର୍ଦ୍ଧାରୁ ୩୬ ଜଣ,ଝାରସୁଗୁଡ଼ାରୁ ୧୮…

ଜଳୁଛି ଓଡିଶା ; ଦିନ ସାଢ଼େ ୧୧ଟା ସୁଦ୍ଧା ୪୪ ଟପିଲା ପାରଦ

ଭୁବନେଶ୍ୱର; ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ବାଲେଶ୍ୱରରେ ତାପମାତ୍ରା ୪୪ ଟପିଛି । ବାଲେଶ୍ୱର ୪୪.୧, ଭୁବନେଶ୍ୱର ୪୩.୬, ଝାରସୁଗୁଡ଼ା ୪୨.୫, କେନ୍ଦୁଝର ୪୧.୪, ଚାନ୍ଦବାଲି ୪୧.୨, ରାଉରକେଲା ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସିଭିୟର ହିଟ୍ ୱେଭ୍…

ଅସହ୍ୟ ତାତିରେ ଜଳୁଛି ଓଡିଶା;ସାଢେ ୨ଟା ରେ ୪୩ ଛୁଇଁଲା ପାରଦ

ଭୁବନେଶ୍ୱର : ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଆଜି କଟକ ସହରକୁ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ପ୍ରାୟ ଜିଲ୍ଲା…