Tag: Heat wave

Schools Closed: ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ୍‌ ଛୁଟି ଘଟଣା

ଦିନକୁ ଦିନ ବଢୁଥିବା ଗ୍ରୀଷ୍ମ ପ୍ରବାହ ଲୋକଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଏହାରି ମଧ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ୍‌ ଛୁଟି ଘୋଷଣା କରିଛନ୍ତି। ୩ ଦିନ ପାଇଁ ଛୁଟି…

Heat wave: ଜଗତସିଂହପୁରରେ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍‌

ଦିନକୁ ଦିନ ରାଜ୍ୟରେ ପ୍ରବଳ ଖରା, ଗରମକୁ ଗୁଳୁଗୁଳି ବଢ଼ିବାରେ ଲାଗିଛି। ପ୍ରାୟ ଜିଲ୍ଲାରେ ପାରଦ ପ୍ରତ୍ୟେକ ଦିନ ୪୦ ଡିଗ୍ରୀ ପାର କରୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ…

Heat Wave in Odisha: ରାଜ୍ୟରେ ଅସମ୍ଭାଳ ତାତି; ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା

ରାଜ୍ୟରେ ଅସହ୍ୟ ହେଲାଣି ତାତି। ଗୁଳିଗୁଳି ଏବଂ ଗରମରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ତେବେ ଆଗକୁ ଏହି ସ୍ଥିତି ଆହୁରି ଅସମ୍ଭାଳ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ଆଗାମୀ ସପ୍ତାହରେ ତାପମାତ୍ରାରେ ଆହୁରି ୩ରୁ ୪ ଡିଗ୍ରୀ ସେଲସିୟସ୍…

Heat Wave Grips Odisha: ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାରେ ଆଜିଠୁ ୨୨ ତାରିଖ ଯାଏଁ ସ୍କୁଲ୍‌, କଲେଜ୍‌ ଛୁଟି ଘୋଷଣା

ସମଗ୍ର ରାଜ୍ୟରେ ଖରାର ପ୍ରକୋପ ଲାଗିରହିଥିବାବେଳେ ପ୍ରବଳ ଖରା ଓ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାପାଳ ଆଜିଠୁ ଏପ୍ରିଲ ୨୨ ତାରିଖ ଯାଏଁ ଜିଲ୍ଲାର ସମସ୍ତ ସ୍କୁଲ୍ ଓ କଲେଜ୍ ଛୁଟି ଘୋଷଣା କରିଛନ୍ତି । ତେବେ ନିର୍ଦ୍ଦେଶ…

School Holiday in Odisha: ରାଜ୍ୟରେ ଅସହ୍ୟ ତାତି; କାଲିଠୁ ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ସମସ୍ତ ସ୍କୁଲ-କଲେଜ ଛୁଟି

ଦିନକୁ ଦିନ ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ବଢ଼ିବାରେ ଲାଗିଛି। ପ୍ରବଳ ଖରା ସହ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ କରୁଛି ଜନଜୀବନ । ସାରା ଓଡ଼ିଶାରେ ଗରମପ୍ରବାହ ବୃଦ୍ଧି ପାଉଥିବାବେଳେ, ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ସତର୍କତାମୂଳକ ପଦକ୍ଷେପ…

Heatwave Intensifies in Odisha: ୧୪ ସହର ତାପମାତ୍ରା ୪୦ ଡିଗ୍ରୀ ପାର୍; ୪୩.୭ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶା‌ର ତାତି ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଛି । ଉପକୂଳ ଅପେକ୍ଷା ଶୁକ୍ରବାର ପଶ୍ଚିମ ଓଡିଶାରେ ଅସହ୍ୟ ତାତି ହୋଇଛି । ୪୫ ଡିଗ୍ରୀ ସହ ଟିଟିଲାଗଡ ସବୁଠୁ ଉତ୍ତପ୍ତ…

Summer Vacation: ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ନିଆଯିବ ଖରାଛୁଟି ନିଷ୍ପତ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଦିନକୁ ଦିନ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ କରୁଛି ଜନଜୀବନ । ଏହାରି ମଧ୍ୟରେ ପିଲାଙ୍କ ଖରାଛୁଟିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।…

Heatwave Alert: ଆଗାମୀ ସପ୍ତାହେ ଯାଏ ରାଜ୍ୟରେ କଲବଲ କରିବ ତାତି

ଆଗାମୀ ୭ ଦିନ ଯାଏଁ ରାଜ୍ୟରେ କଲବଲ କରିବ ତାତି। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ। ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜୀବନ। ଆଜିଠାରୁ ଦିନ…

Heat Wave in Odisha: ଅସମ୍ଭାଳ ଖରା; ଗୁଳିଗୁଳିରେ ଅସ୍ତବ୍ୟସ୍ତ ଜୀବନ

ରାଜ୍ୟରେ ଅସମ୍ଭାଳ ଖରା। ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜୀବନ। ବିଶେଷକରି ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ତାତି ବଢିବାରେ ଲାଗିଛି । ଝାରସୁଗୁଡ଼ାରେ ଗତକାଲି ସର୍ବାଧିକ ୪୦.୬ ଡିଗ୍ରୀ ତାତି ରେକର୍ଡ ହୋଇଥିଲା ଅନ୍ୟପଟେ ଆଗାମୀ ୩…

Heat wave Alert: ଆରମ୍ଭରୁ ରାଜ୍ୟରେ ଅସମ୍ଭାଳ ତାତି; ୪୦ ଡିଗ୍ରୀ ଛୁଇଁବ ପାରଦ

ଗ୍ରୀଷ୍ମ ଆରମ୍ଭରୁ ଏବେ ତାତି ଅସମ୍ଭାଳ ହେଲାଣି। ସାରା ଓଡ଼ିଶାରେ ତାପମାତ୍ରା କ୍ରମାଗତ ଭାବରେ ବୃଦ୍ଧି ପାଇବା ସହିତ ଗରମ ପରିସ୍ଥିତି ତୀବ୍ର ହେବାରେ ଲାଗିଛି। ପାରଦ ଏବେ ୪୦°C ପାଖାପାଖି ପହଞ୍ଚିବାରେ ଲାଗିଛି, ଯାହା ରାଜ୍ୟର ବିଭିନ୍ନ ସ୍ଥାନରେ ପାଗକୁ…