Tag: Har Ghar Tiranga

Har Ghar Tiranga Campaign: ଆଜିଠାରୁ ଆରମ୍ଭ ଘରେ ଘରେ ତ୍ରିରଙ୍ଗା

ରାଜ୍ୟବ୍ୟାପୀ ଆୟୋଜିତ ହେଉଛି “ଘରେ ଘରେ ତ୍ରିରଙ୍ଗା” ଅଭିଯାନ । ଆଜି ଠାରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ତ୍ରିରଙ୍ଗା ଅଭିଯାନ । ଭୁବନେଶ୍ୱରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ‘ହର ଘର ତିରଙ୍ଗା’ ଅଭିଯାନର ଶୁଭାରମ୍ଭ କରିଛନ୍ତି।…