Tag: Har Ghar Tiranga Campaign

Har Ghar Tiranga Campaign: ‘ହର ଘର ତିରଙ୍ଗା’ ଅଭିଯାନ: ରେଳ ଭବନରେ ରେଳ ମନ୍ତ୍ରୀଙ୍କ ନେତୃତ୍ୱରେ ତିରଙ୍ଗା ରାଲି

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ରେଳ ଭବନ ପରିସରରେ ଏକ ତିରଙ୍ଗା ରାଲିର ନେତୃତ୍ୱ ନେଇଥିଲେ। ରେଳ ବୋର୍ଡର ଅଧ୍ୟକ୍ଷ ତଥା ସିଇଓ ସତୀଶ କୁମାର, ବୋର୍ଡର ସଦସ୍ୟ, ମହାନିର୍ଦ୍ଦେଶକ ଏବଂ ଅନ୍ୟ ବରିଷ୍ଠ…