Tag: Gujarat

Jag Vasant Arrives at Kandla Port: ଗୁଜରାଟର କାଣ୍ଡଲା ବନ୍ଦରରେ ଏଲପିଜି ନେଇ ପହଞ୍ଚିଲା ‘ଜଗ୍‌ ବସନ୍ତ’

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ହରମୁଜ୍ ପ୍ରଣାଳୀ (Strait of Hormuz) ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ଭିତରେ ଭାରତକୁ ଆଶ୍ୱସ୍ତ କରି କାଣ୍ଡ୍ଲା ବନ୍ଦରରେ…

Gujarat Cabinet Reshuffle: ଗୁଜରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ

ଆଜି ଗୁଜରାଟରେ ଏକ ବଡ଼ କ୍ୟାବିନେଟ୍ ସମ୍ପ୍ରସାରଣ ହୋଇଛି। ନୂଆ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଉଛନ୍ତି ରାଜ୍ୟପାଳ ।ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟ୍ ର ଶପଥ ଗ୍ରହଣ ସମାରୋହ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଅନୁଷ୍ଠିତ ହୋଇଛି। ହର୍ଷ ସାଂଘଭି…

ଗୁଜରାଟରେ ଭୁଶୁଡ଼ିଲା ବ୍ରିଜ; ୯ ମୃତ, ୧୦ ଗୁରୁତର

ଗୁଜରାଟରେ ଭୁଶୁଡ଼ିଲା ପୋଲ। ମହୀସାଗର ନଦୀ ଉପରେ ଥିବା ୪୩ ବର୍ଷର ପୁରୁଣା ଗମ୍ଭୀରା ବ୍ରିଜ୍ ଭୁଶୁଡ଼ିଲା। ଯାହାଦ୍ବାରା ପୋଲ ଉପରେ ଦେଇ ଯାଉଥିବା ଏକାଧିକ ଗାଡ଼ି ନଦୀ ଭିତରକୁ ଖସି ପଡ଼ିଥିଲା । ପ୍ରାୟ ୨ଟି ଟ୍ରକ୍, ଗୋଟିଏ ପିକ୍ଅପ୍,…

ପଞ୍ଚଭୂତରେ ଲୀନ ହେଲେ ବିଜୟ ରୁପାଣୀ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ

ପଞ୍ଚଭୂତରେ ଲୀନ ହେଲେ ବିଜୟ ରୁପାଣୀ, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ । ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଗୃହମନ୍ତ୍ରୀ ଅମିତ ଶାହ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ…

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ

ଆଜି ହେଉଛି ଭାରତ ଇତିହାସର ସବୁଠୁ ଦୁଃଖଦ ଦିନ । ଗୁଜରାଟରେ ବଡ଼ ଧରଣର ବିମାନ ଦୁର୍ଘଟଣା । ୨୪୨ ଯାତ୍ରୀଙ୍କୁ ନେଇ ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରୁ ଇଂଲଣ୍ଡ ଯାଉଥିବା ବୋଇଂ ୭୮୭-୮ ଡ୍ରିମଲାଇନ ବିମାନର…

ଭାରତରୁ ଆତଙ୍କବାଦର କଣ୍ଟାକୁ କାଢ଼ିକି ହିଁ ରହିବୁ, ପ୍ରତିଟି ଆକ୍ରମଣର ସଠିକ୍ ଜବାବ ମିଳିବ: ମୋଦି

ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଗୁଜୁରାଟ ଗସ୍ତର ଦ୍ବିତୀୟ ଦିନରେ ପୁଣି ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ମାତୃଭୂମି ପ୍ରତି…

ଗୁଜରାଟରେ ମୋଦିଙ୍କ ମେଗା ରୋଡ ସୋ’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତ ଅବସରରେ ଭଦୋଦରାରେ ରୋଡ଼ ସୋ’ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାରେ ଶହଶହ ଲୋକ ଯୋଗ ଦେଇଥିଲେ। ‘ଅପରେସନ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ…

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ଅକ୍ଟୋବର ୩୧ ତାରିଖ ଜାତୀୟ ଏକତା ଦିବସ । ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୯ତମ ଜନ୍ମ ଜୟନ୍ତି । ଏହି ଅବସରରେ ସାରା ଦେଶରେ ପାଳନ ହେଉଛି ଏକତା ଦିବସ । ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ…

ଜରୁରୀ ଅବତରଣ ବେଳେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଗୁଜରାଟର ପୋରବନ୍ଦର ଉପକୂଳ ଆରବ ସାଗରରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଜରୁରୀ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୩ ଜଣ କ୍ରୁ ମେମ୍ବର ନିଖୋଜ ହୋଇଯାଇଛନ୍ତି । ଆଇସିଜେର ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ଏଏଲଏଚ୍)ରେ ଥିବା ୪ ଜଣ…

ଗୁଜରାଟରେ ବନ୍ୟା ସ୍ଥିତି; ୨ ଦିନରେ ୨୯ ମୃତ

ଜଳମଗ୍ନ ହେଲା ଗୁଜରାଟ। ଚାରିଆଡେ ଲାଗିଲା ବର୍ଷାର କର୍ଫ୍ୟୁ। ପ୍ରବଳ ବର୍ଷା ପରେ ହୋଇଛି ଜଳପ୍ରଳୟ। ବନ୍ୟା ସ୍ଥିତି ଉପୁଜିଛି। ଫଳରେ ଅଧା ରାଜ୍ୟ ପାଣିରେ ବୁଡ଼ି ଯାଇଛି। ଗତ ତିନି ଦିନ ମଧ୍ୟରେ ଏଠାରେ ୨୯ ଜଣ ପ୍ରାଣ ହରାଇ…