ତାଜା ଖବର ରାଜ୍ୟ Special Gram Sabhas Across Odisha on Oct 2: ଗାନ୍ଧୀ ଜୟନ୍ତୀରେ ରାଜ୍ୟର ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା September 30, 2026 Papirani ରାଜ୍ୟରେ ତୃଣମୂଳ ସ୍ତରର ଗ୍ରାମସଭା ପ୍ରକ୍ରିୟାକୁ ଅଧିକ ସଶକ୍ତ, ଅର୍ଥପୂର୍ଣ୍ଣ ଓ କାର୍ଯ୍ୟକ୍ଷମ କରିବା ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ…