Tag: Gate Bazar Flyover

Brahmapur Gate Bazaar Flyover Probe: ପ୍ରଦୀପଙ୍କ ଚିଠିର ପ୍ରଭାବ: ବ୍ରହ୍ମପୁର ଗେଟ୍ ବଜାର ଫ୍ଲାଏଓଭର ଯାଞ୍ଚ ଆରମ୍ଭ, ପହଞ୍ଚିଲା ଉଚ୍ଚସ୍ତରୀୟ ଟିମ୍

ବ୍ରହ୍ମପୁରର ପ୍ରମୁଖ ଗେଟ୍ ବଜାର ଅଞ୍ଚଳରେ ଚାଲିଥିବା ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବ୍ରିଜ୍ ନିର୍ମାଣରେ ନିମ୍ନ ମାନର ସିମେଣ୍ଟ, ବାଲି ଏବଂ ଅନ୍ୟାନ୍ୟ ଅସାଧୁ ସାମଗ୍ରୀ ବ୍ୟବହାର କରାଯାଉଥିବା ନେଇ ବ୍ରହ୍ମପୁର ସାଂସଦ…