ରାଜ୍ୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ; ଏସସିବି ହସ୍ପିଟାଲରେ ଭର୍ତ୍ତି February 16, 2024 Shree କଟକ: ଆଜି କଟକ ମଧୁପାଟଣା ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ ଆଜି ମଧୁପାଟଣାସ୍ଥିତ ତାଙ୍କ ଘରୁ ପାପରାହଡ ଯାଉଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ମଧୁପାଟଣା ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରାଯାଇଥିଲା ଯାହା…