ତାଜା ଖବର ରାଜ୍ୟ Rescued Orangutans Are Doing Well in Odisha: ଓରାଙ୍ଗଉଟାନଙ୍କୁ ନେଇ କୌଣସି ଦେଶର ଦାବି ନାହିଁ, ସେମାନେ ଓଡ଼ିଶାରେ ହିଁ ରୁହନ୍ତୁ: ଗଣେଶ ରାମ ସିଂ ଖୁଣ୍ଟିଆ November 8, 2026 Papirani ରାଜ୍ୟରେ ଥିବା ଉଦ୍ଧାର ହୋଇଥିବା ଓରାଙ୍ଗଉଟାନମାନଙ୍କୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଷ୍ଠାନିକ ଭାବରେ କୌଣସି ଦେଶ ଏହି ଓରାଙ୍ଗଉଟାନମାନଙ୍କୁ ନେଇ କୌଣସି…